ପ୍ରଚଣ୍ଡ ତାତିରେ ସିଝୁଛି ଦେଶ, ‘ଲୁ ‘ ପ୍ରତି ସାବଧାନ କଲା ଆଇଏମଡି…
ନୂଆଦିଲ୍ଲୀ: ପ୍ରଚଣ୍ଡ ତାତିରେ ସିଝୁଛନ୍ତି ଦେଶ ଓ ରାଜ୍ୟବାସୀ। ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ବିଶେଷ କରି ଉତ୍ତର ଭାରତରେ ତାପମାତ୍ରା ଅତ୍ୟଧିକ ରହିଥିବାରୁ ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ଏହା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମି ଦିନରେ ସୂର୍ଯ୍ୟଙ୍କ ଉତ୍ତାପ ଆହୁରି ବୃଦ୍ଧି ପାଇବାକୁ ଯାଉଥିବାରୁ ‘ଲୁ’ ପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜସ୍ଥାନ ଠାରୁ…
