ଇଂଲଣ୍ଡରେ ସମ୍ବଲପୁରୀ ଶାଢ଼ିର ଚର୍ଚ୍ଚା
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୧ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍ରେ ଅଂଶଗ୍ରହଣ କରିଥିଲା ।ଏହି ମାରାଥନରେ ସେ ଏକ ସମ୍ବଲପୁର ଶାଢି ପିନ୍ଧି ୪୨ କିଲୋମିଟରର ଦୂରତାକ ୪ ଘଣ୍ଟା ୫୦.ମିନିଟ୍ ସମୟ ନେଇ ଶେଷ କରିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି । ମାରାଥନ ଦୌଡ଼ିବା ଏକ କଠିନ କାର୍ଯ୍ୟ ତା ପୁଣି…
