ପ୍ୟାରିସ ଅଲମ୍ପିକ୍ସରେ କିଟରୁ ଭାଗ ନେବେ ୧୨ ଖେଳାଳି…
୨୬ ଜୁଲାଇରୁ ପ୍ୟାରିସଠାରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ୍ସରେ କିଟ୍ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଖେଳାଳି – ଅମିତ ରୋହିଦାସ(ପୁରୁଷ ହକି), କିଶୋର କୁମାର ଜେନା (ଜାଭେଲିନ…
