ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ…

Read More

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ…

Read More

ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରହୁ : ନବୀନ

ଭୁବନେଶ୍ୱର :  ଦେଶର ପଡୋଶୀ ରାଷ୍ଟ୍ରର ଶାସକର ପରିବର୍ତ୍ତନ। ଏହାର ପ୍ରଭାବରେ ପୂର୍ବ ଭାରତର ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭଳି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏକ ବାର୍ତ୍ତା ମାଧ୍ୟମରେ ସ୍ୱାଧିନତା ଦିବସ ପୂର୍ବରୁ ସେ କହିଛନ୍ତି ଯେ,  ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି…

Read More

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି …

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୭ରେ ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ସେପ୍ଟେମ୍ବର ୩ରେ ମତଦାନ ଗ୍ରହଣ କରାଯାଇ  ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ଗୋଟିଏ ଆସନ ଖାଲି ଥିବା ବେଳେ  ୯ଟି ରାଜ୍ୟର ମୋଟ ୧୨ଟି ଆସନ…

Read More

ବିଧାନସଭା ସରିଲେ…ଆରମ୍ଭ ବିଜେପିର ସମ୍ପ୍ରସାରଣ ଓ ଥଇଥାନ ପଦ……ଲବି ପାଇଁ କିଏ ଦିଲ୍ଲୀରେ… କିଏ ମନମୋହନଙ୍କ ପଛରେ…

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ଇତି ମଧ୍ୟରେ ଅଢେଇ ମାସ ହୋଇଗଲାଣି। କେନ୍ଦ୍ରରେ ଲଗାତର ତୃତୀୟ ଥର ସରକାର ଗଠନ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ଏହା ପୂର୍ବରୁ ଦୁଇ ପାଳି ଦଳ ବିଜେଡି ସହ ମେଣ୍ଟ କରି କ୍ଷମତାର ସ୍ୱାଦ ଚାଖିଛି। ପ୍ରଥମ ଥର ସରକାର ଗଠନ ହୋଇଥିବାରୁ ସରକାରୀ ନିଯୁକ୍ତି ଓ ଥଇଥାନ ଧିମା ପଡିଯାଇଛି। ତେଣୁ ଦଳର କାର୍ଯ୍ୟକର୍ତ୍ତା…

Read More

ବିଜେଡି କାହିଁକି  ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି…

Read More

ବାଲାଂଦେଶର ଛାତ୍ରଶକ୍ତିର ଅଭ୍ୟୁଦୟ, ସେବେ -ଏବେ -ଏକ ଆଲୋଚନା

ନୂଆଦିଲ୍ଲୀ :*(ବିଜୟ ସାହୁ) ବଙ୍ଗଳାଦେଶ ବେଗମ ରୋକେୟା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ର ଆବୁ ସୈୟେଦ । ଇଂରାଜୀ ବିଭାଗର ଅନେକ ମେଧାବୃତ୍ତି ପ୍ରାପ୍ତ ଛାତ୍ର । ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ନାରୀବାଦୀ ଲେଖକ ଓ ସାମାଜିକ କର୍ମୀ ବେଗମ ରୋକେୟାଙ୍କ ନାମରେ ନାମିତ । ଏହି ସରକାରୀ ଗବେଷଣା ବିଶ୍ୱବିଦ୍ୟାଳୟ ରଙ୍ଗପୁର ବିଶ୍ୱବିଦ୍ୟାଳୟ ନାମରେ ନାମିତ ଥିଲା । ପରେ ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ହେଇଥିଲା । ଆବୁ ସୈୟେଦ ୨୦୨୪, ୧୬ଜୁଲାଇରେ ସଂରକ୍ଷଣ ସଂସ୍କାର ଆନ୍ଦୋଳନରେ…

Read More

କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More

ଉତ୍ତରପ୍ରଦେଶରୁ ଆଳୁ ଆସିବା
ପ୍ରକ୍ରିୟା ତ୍ୱରାନ୍ୱିତ:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ,ନାଫେଡ ଅଧିକାରୀ, ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘର କର୍ମକର୍ତ୍ତା ପ୍ରମୁଖ…

Read More

ମମତା ମହାନ୍ତଙ୍କ ଇସ୍ତଫା ଓ କୁଡୁମୀ ଆଦିବାସୀ ମାନ୍ୟତା ରାଜନୀତି

ଭୁବନେଶ୍ୱର : ବିଜେଡିରୁ ରାଜ୍ୟସଭା ଯାଇଥିବା ମମତା ମହାନ୍ତ ଗତକାଲି ନିଜ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାକୁ ରାଜନୈତିକ ଭାବେ ଅନେକ ବିଶ୍ଳେଷଣ କରିଛନ୍ତି। ମାତ୍ର ମମତା ଆସୁଥିବା କୁଡୁମୀ ବର୍ଗର ଆକାଂକ୍ଷା ଓ ଆଗାମୀ ଦିନର ରାଜନୀତିକୁ ନେଇ ବୁଦ୍ଧିଜୀବୀ ବିଜୟ ସାହୁଙ୍କ ଏକ ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ,  ମଣିପୁରରେ ଯେମିତି ଜାତିଗତ ବିଦ୍ୱେଷ ସଙ୍କଟ ସେମିତି…

Read More