କେଉଁ କାମ ପାଇଁ କେତେ ଦରକାର, ଚିଠି ଲେଖି ପ୍ରସ୍ତାବ ମାଗିଲା ଅର୍ଥ  ବିଭାଗ…

ସରକାର ବିଧାନସଭାରେ ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗକୁ ଜୁନ୍ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କହିଛନ୍ତି। ୨୦୨୩-୨୪ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୪-୨୫ ପାଇଁ ବଜେଟ୍ ଆକଳନ ପ୍ରସ୍ତୁତି ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍),…

Read More

ରାଜ୍ୟରେ ନିଶା କାରବାରକୁ କମେଇବା ପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର…

ରାଜ୍ୟରେ ହ୍ରାସ ପାଇବ ନିଶା ବ୍ୟବହାର । ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ଓ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ନିଶା ପାଇଁ ସମାଜ କଳୁଷିତ ହେଉଛି ଏବଂ ଯୁବପୀଢ଼ି ଅବାଟକୁ ଚାଲି ଯାଉଛନ୍ତି  । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର…

Read More

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ସାଂସଦ ଓମ୍‍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଓମ୍‍ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ କେ ସୁରେଶଙ୍କ ନାମ…

Read More

ଗଞ୍ଜାମରେ ବିଜେଡି ଲେଖା ଛିଡେଇ ଦେଲେ ଦଳୀୟ ନେତା… କୋଟି କୋଟି ଟଙ୍କା ଚାପି ଦେଲେ ଆମଦାନୀ ନେତା….

ଲେଖା ଛିଣ୍ଡିଲା..ଭଲରେ ଛିଣ୍ଡିଲା…ଏମିତି ଛିଣ୍ଡିଲା ଯେ ଏବେ ଯୋଡ଼ିବା କଷ୍ଟକର । . ବ୍ରହ୍ମପୁର ଲୋକସଭା ତଥା ଗଞ୍ଜାମ ରାଜନୀତିର କଥା । ଦିନ ଥିଲା ଗଞ୍ଜାମ ଜିଲ୍ଲାକୁ ପୂରା ପୋଛି ନେଉଥିଲା ବିଜେଡି । ଏହି ଜିଲ୍ଲା ବିଜେଡି ପାଇଁ ଥିଲା ଅଭେଦ୍ୟ ଦୁର୍ଗ । କିନ୍ତୁ ଏଥରକ ନିର୍ବାଚନ, ବିଜେଡିକୁ ସମୂଳେ ପୋଛିନେଲା । କେବଳ ନବୀନ ଜିତିଲେ, ଆଉ ସବୁ ଚିତ୍‌ପଟାଙ୍ଗ ହେଲେ। ପରିସ୍ଥିତି ଏମିତି ହେଲା, ବିଜେଡି ଗଡ଼ କୁହାଯାଉଥିବା ଆସନରୁ…

Read More

ଓମ୍ ବିର୍ଲା ହୋଇପାରନ୍ତି ଲୋକସଭା ବାଚସ୍ପତି…

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ବଢିବା ସହ କଳ୍ପନା ଜଳ୍ପନା ମଧ୍ୟ ବଢୁଥିଲା। କିନ୍ତୁ ଏହି ସବୁ ସସପେନ୍ସ ଉପରେ ଲାଗିଛି ରୋକ୍ । କାରଣ ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ…

Read More

ରାଜ୍ୟସଭାରେ ସ୍ୱର ଶାଣିତ କରିବ ବୋଲି କହୁଛି ବିଜେଡି…କେତେ ସତ କେତେ ମିଛ…ସଂସଦ ଅଧିବେଶନ ପରେ ଜଣାପଡିବ…

ଭୁବନେଶ୍ୱର : ଲୋକସଭାରୁ ସଫା ହୋଇଯିବା ପରେ ବିଜେଡି ମୁଣ୍ଡକୁ ସାମାନ୍ୟ ବୁଦ୍ଧି ଆସିଛି। ବିଜୁ ଜନତା ଦଳ ସଂସଦୀୟ ଦଳ ବୈଠକ ସୋମବାର  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସି ଯାଇଛି।  ଏଥିରେ ଦଳର ସମସ୍ତ ୯ ଜଣ ରାଜ୍ୟସଭା ସାଂସଦ ଯୋଗ ଦେଇଥିଲେ। ବିଜେଡି ସଂସଦୀୟ ଦଳକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି, ସଂସଦରେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ସ୍ୱର ହୁଅନ୍ତୁ। ଆମେ ଏକ ଶକ୍ତିଶାଳୀ ଏବଂ ବିରୋଧୀ…

Read More

ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇଥିଲେ ବିଜେଡି ନେତା….ଧିରେ ଧିରେ ଖୋଲୁଛି ଗୁମର..

ବଲାଙ୍ଗୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ । ହେଲେ ଗୋଟିଏ ଝଟକାରେ ହାରିଗଲେ ନବୀନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ। ହାରିବା ପରେ ବିଜେଡି ପକ୍ଷରୁ ଚାଲିଛି କଣ୍ଟାବାଞ୍ଜି ପରାଜୟର ବ୍ୟବଚ୍ଛେଦ। ବିଜେପିର  ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଠାରୁ ଭଲ ବ୍ୟବଧାନରେ ହାରିଯାଇଥିଲେ ନବୀନ । ହେଲେ ଏହି ପରାଜୟର ବିଜେଡି ନେତାଙ୍କ ଅବଦାନ…

Read More

ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଅଭିଯୋଗ…

ଭୁବନେଶ୍ୱର : ଏଣିକି ସବୁଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ।

Read More

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ହେଲେ ଭର୍ତ୍ତୃହରି ମହତାବ…

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Read More

ଅପ୍ରତିଦ୍ଵନ୍ଦୀ ଭାବେ ବାଚସ୍ପତି ହେଲେ ସୁରମା ପାଢ଼ୀ …

ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି  ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢ଼ୀ । ଗତକାଲି ବିଜେପି ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ତେବେ ଆଜି ସର୍ବସମ୍ମତି କ୍ରମେ…

Read More