ରୋଟାରୀ କ୍ଲବ ଭୁବନେଶ୍ୱର ମିଡୋଜ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ପଦ୍ମଜା ପ୍ରିମିୟମ୍ ହୋଟେଲଠାରେ ରୋଟାରି କ୍ଲବ୍ ଭୁବନେଶ୍ବର ମିଡୋଜ ପକ୍ଷରୁ ନବମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ବର-କଟକ ଟ୍ବିନ୍ ସିଟିର ପୁଲିସ୍ କମିଶନର ଆଇପିଏସ୍ ଶ୍ରୀସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ଶ୍ରୀମତୀ ଜୟଶ୍ରୀ ମହାନ୍ତି, ପିଡିଜି ରୋଟାରିଆନ୍ ଅଶ୍ବିନୀ କର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ନିର୍ଦ୍ଦେଶକ ଯୋଡ଼ି ଏହି କାର୍ଯ୍ୟକ୍ରମର…
