ଓଡ଼ିଶା କଂଗ୍ରେସକୁ ଗନ୍ଧାଉଛି ଖଡଗେ-ରାହୁଲଙ୍କ କାର୍ଯ୍ୟସୂଚୀ, ଓବିସି,ଏସସି ଏବଂ ମୁସଲିମ୍ ନେତାଙ୍କୁ କରାଯାଉଛି ହତାଦର

ଭୁବନେଶ୍ୱର :   କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ତାଙ୍କ ନିର୍ବାଚନୀ ଭାଷଣକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଲକ୍ଷ୍ୟ କରିବା ଯେ ସେ ଜାତିଭିତ୍ତିକ ଜନଗଣନା ଉପରେ ଜୋର ଦେଉଛନ୍ତି। ଓବିସିମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେଇନାହାନ୍ତି ବୋଲି ଉଲ୍ଲେଖ କରୁଛନ୍ତି। କେନ୍ଦ୍ର ହେଉ କି ରାଜ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଜାତି ଭିତ୍ତିକ ଜନଗଣନା କରିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଉଛନ୍ତି। ନିଜ ଆଚରଣ ସହ…

Read More

ଇଂଲଣ୍ଡ ବିପକ୍ଷରେ ରୋହିତ ଭାଙ୍ଗି ପାରନ୍ତି ଏହି ରେକଡ୍ ଜାଣନ୍ତୁ …

ରୋହିତ ଶର୍ମା ବିଶ୍ୱକପ୍ ୨୦୨୩ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ  ତିନୋଟି ବଡ଼ ରେକର୍ଡ କରିପାରନ୍ତି। ଭାରତୀୟ ଅଧିନାୟକ ତିନୋଟି ମହାନ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଅକ୍ଟୋବର ୨୯ ତାରିଖ ରବିବାର ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପରେ ଷଷ୍ଠ ମ୍ୟାଚ୍ ଖେଳିବ। ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ଫର୍ମକୁ ଦେଖିଲେ ଲାଗୁଛି ଯେ ସେ ସହଜରେ ତିନୋଟି ରେକର୍ଡ ନିଜ ନାମରେ କରିପାରିବେ । ଆସନ୍ତୁ…

Read More

ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସବୁ ସ୍ଥାନରେ ଭଲ ପ୍ରାର୍ଥୀ ମିଳିବା ସମ୍ଭବ ନୁହେଁ। ତେଣୁ ଯେଉଁମାନଙ୍କର କିଛି ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଶୃଙ୍ଖଳାଗତ ଆଖି ଦେଖାଯାଉ। ମାତ୍ର ଦୀର୍ଘଦିନ ଧରି ନିଲମ୍ବନ କରା ନ ଯାଉ। ଏହା ଦ୍ୱାରା ଦଳର ଭୋଟ ବ୍ୟାଙ୍କ୍ କ୍ଷତିଗ୍ରସ୍ତ ହେବ। ଏହି କ୍ରମରେ କେତେକ ବରିଷ୍ଠ ନେତାଙ୍କୁ ନେଇ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି। ନିକଟରେ ନିଲମ୍ବିତ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ…

Read More

କିଏ ମୁକେଶ ଅମ୍ବାନୀକୁ ମାରିଦେବାକୁ ଚାହୁଁଛି…..ନିଜ ପ୍ରଥମ ଚିଠିରେ ଏପରି କାହିଁକି ଲେଖିଲା ….

ମୁମ୍ବାଇ :  କୋଡ଼ିଏ କୋଟି ଟଙ୍କା ଦିଅ। ଶୀଘ୍ର ଦିଅ। ନଚେତ ତୁମକୁ ମାରିଦେବୁ। ହଁ ଆଜ୍ଞା, ଏମିତି ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି ଭାରତର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ। ଗୋଟିଏ ଇ-ମେଲ୍ ମାଧ୍ୟମରେ   ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ଦିଆଯାଇଥିବା ମୁମ୍ବାଇ ପୁଲିସ୍ ଗଣମାଧ୍ୟମକୁ ଅବଗତ କରିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ୱାରା ଶ୍ରୀ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା…

Read More

ଭାରତ-ଇଂଲଣ୍ଡ ମୁକାବିଲା , ସାମଗ୍ରିକ ଭାବେ ଭାରତ, ବିଶ୍ୱକପରେ ଇଂଲଣ୍ଡ ପ୍ରଦର୍ଶନ ଭଲ

ଭୁବନେଶ୍ୱର :  ରବିବାର କ୍ରିକେଟ୍ ବିଶ୍ୱକପର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଗତଥରର ବିଜେତା ଇଂଲଣ୍ଡ ଏବଂ ଆୟୋଜକ ଭାରତ ପ୍ରଥମଥର ପାଇଁ ଏହି ବିଶ୍ୱକପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଦୁଇ ଦଳର ସାମ୍ପ୍ରତିକ ପରିସଂଖ୍ୟନ ଉପରେ ନଜର ପକାଇଲେ ଭାରତୀୟ କ୍ରିକେଟ ଦଳ ସୁଦୃଢ ସ୍ଥିତିରେ ରହିଛି। ଭାରତ ନିଜର ପାଞ୍ଚଟି ମ୍ୟାଚ ଜିତି ସମ୍ପୂର୍ଣ୍ଣ ଦଶ ପଏଣ୍ଟ ହାସଲ କରିଛି। ଅପରପକ୍ଷରେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି। ତେଣୁ ଭ୍ରମଣକାରୀ…

Read More

ଭି.କେ ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅଟକାଇ ଯାଇପାରିଥାନ୍ତା କି…ହେଲେ କେମିତି…ଜାଣନ୍ତୁ..

ଭୁବନେଶ୍ୱର :   ଗତ ନବମୀ ଦିନ ଠାରୁ ଓଡ଼ିଶାର କୋଣ ଅନୁକୋଣରେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ହିଁ ଚର୍ଚ୍ଚା କରାଯାଉଛି। ସେ ବ୍ୟକ୍ତିଜଣଙ୍କ ହେଉଛନ୍ତି- ଭି.କେ ପାଣ୍ଡିଆନ। ଯିଏ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ଉପକ୍ରମ ସଚିବ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି ନୂତନ ଭାବେ ସୃଷ୍ଟି ହୋଇଥିବା ଏକ ପଦରେ ଅବସ୍ଥାପିତ ହୋଇଛନ୍ତି। ତଥା ତାଙ୍କର ସ୍ୱେଚ୍ଛାକୃତ ଅବସର…

Read More

ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ସ୍ଥାନରେ କିଏ ଖେଳିବ ଜାଣନ୍ତୁ…

ଦିନିକିଆ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ତାର ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଟେବୁଲର ଶୀର୍ଷରେ ରହିଛି । ଟିମ ଇଣ୍ଡିଆ ଏହି ପ୍ରତିଯୋଗିତାରେ ମୋଟ ୫ଟି ମ୍ୟାଚ ଖେଳିଛି । ତେବେ ଏହି ୫ଟି ମ୍ୟାଚରୁ ସମସ୍ତ ମ୍ୟାଚରେ ଅଜୟ ରହିଛି ରୋହିତ ବାହିନୀ । ସେହିପରି ଟିମ ଇଣ୍ଡିଆ ୨୦ ବର୍ଷ ପରେ କୌଣଷି ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ମଧ୍ୟ ସଫଳ ହୋଇଛି । କିନ୍ତୁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା…

Read More

ଆଗକୁ ଶସ୍ତା ହେବାକୁ ଯାଉଛି ତେଲ, ସାବୁନ ଓ ସର୍ଫ ପରି ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ …

ଭାରତରେ ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ଉତ୍ପାଦର ମୂଲ୍ୟ ଖୁବଶୀଘ୍ର କମିବାକୁ ଯାଉଛି । ଏହା ଏଥିପାଇଁ କୁହାଯାଉଛି ଯେ  କାରଣ ଏହି ଏଫଏମସିଜି କମ୍ପାନୀମାନେ ଭାରତରେ ମୂଲ୍ୟ ଉପରେ ନରମ ଆଭିମୁଖ୍ୟ ଗ୍ରହଣ କରିବାର ସଙ୍କେତ ଦେଖାଯାଉଛି  । ଭାରତରେ ହିନ୍ଦୁସ୍ତାନ ୟୁନିଲିଭରର ମୂଳ ସଂସ୍ଥା ୟୁନିଲିଭର ଆଗାମୀ ଦିନରେ ଅନେକ ବର୍ଗର ଉତ୍ପାଦର ମୂଲ୍ୟ ଶସ୍ତା କରିବ ବୋଲି ଆଶା କରାଯାଉଛି ଏବଂ କମ୍ପାନୀ ମଧ୍ୟ ଏହାର ଘୋଷଣା କରିଛି ।…

Read More

କାର୍ତ୍ତିକ ମାସ ପାଇଁ ଆମିଷ ବଜାରରେ ନିଆଁ , ମଟନ ୮୦୦ ଟଙ୍କା ଥିବା ବେଳେ, ଇଲସି ଦର ୧୦୦୦

ଆସନ୍ତାକାଲି ପରଠୁ କାର୍ତ୍ତିକ ମାସର ପ୍ରବେଶ ହେତୁ ଆଜି ଆମିଷ ବାଜାରରେ ଦେଖିବାକୁ ମିଳିଛି ଭିଡ଼ । ଆଜି ଶୁକ୍ରବାର ହୋଇଥିବାରୁ ଲୋକମାନେ  ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ଆରମ୍ଭ ହେଇଯିବ ହବିସ । ସେଥିପାଇଁ  ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ ସହ ଚିଙ୍ଗୁଡି ।ତେବେ ଆଜିର ଏହି ଭିଡକୁ…

Read More

ଏସିଆନ୍ ପାରା ଗେମ୍ସରେ ଭଗତଙ୍କୁ ସ୍ବର୍ଣ୍ଣ ପଦକ …

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ତଥା ଓଡି଼ଆ ପୁଅ ପ୍ରମୋଦ ଭଗତ ଭାରତ ପାଇଁ  ୨୧ତମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ଏକ ସଙ୍ଘର୍ସ ପୂର୍ଣ୍ଣ ସେଟ୍  ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ପରାସ୍ତ କରି   ସ୍ବର୍ଣ୍ଣ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି, ନିତେଶ କୁମାର ମଧ୍ୟ…

Read More