ମୋଦୀଙ୍କ “ଉତ୍କଳ” ବନାମ ମାଝିଙ୍କ “ଓଡ଼ିଶା”: କାହାର ନାମକରଣ ସଠିକ୍?

ଭୁବନେଶ୍ୱର,୧ / ୪ : ଆଜି ଏପ୍ରିଲ୍ ୧, ୨୦୨୫—ଓଡ଼ିଶାର ଜନ୍ମଦିନ ପାଳନ ଅବସରରେ ଏକ ନୂଆ ଝଡ଼ ଉଠିଛି। ଏହି ଦିନଟିକୁ “ଉତ୍କଳ ଦିବସ” କିମ୍ବା “ଓଡ଼ିଶା ଦିବସ” ଭାବେ ନାମିତ କରିବା ନେଇ ରାଜ୍ୟ ଓ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ତୀକ୍ଷ୍ଣ ମତାନ୍ତର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ନେତାମାନଙ୍କ ବିଭିନ୍ନ ବୟାନ ଏହି ବିତର୍କକୁ ଆହୁରି ଜଟିଳ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More

ମିଆଁମାର ଭୂକମ୍ପରେ ୧୭୦୦ ରୁ ଅଧିକ ଲୋକ ମୃତ,୩୪୦୦ ଜଣ ଆହତ

ମିଆଁମାର: ଶୁକ୍ରବାର (୨୯ ମାର୍ଚ୍ଚ, ୨୦୨୫) ମିଆଁମାରରେ ଘଟିଥିବା ଭୂମିକମ୍ପ କେବଳ ପ୍ରବଳ କ୍ଷୟକ୍ଷତି କରିଛି ତାହା ନୁହେଁ ବରଂ ଆଗାମୀ ଦିନ ପାଇଁ ଏକ ଚେତାବନୀ ମଧ୍ୟ ଦେଇଛି। ଜଣେ ପ୍ରମୁଖ ଆମେରିକୀୟ ଭୂତତ୍ତ୍ୱବିତ୍ଙ୍କ ଅନୁଯାୟୀ, ମିଆଁମାରରେ ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରୁ ୩୦୦ ରୁ ଅଧିକ ପରମାଣୁ ବୋମା ସହିତ ସମାନ ଶକ୍ତି ନିର୍ଗତ ହୋଇଥିଲା। ଯାହା ଫଳରେ ଶହ ଶହ ଲୋକଙ୍କ…

Read More

ମାଗଣାରେ ଆଇପିଏଲ ଦେଖିବାକୁ ଚାହୁଁଛନ୍ତି ? ତେବେ ଜାଣନ୍ତୁ କେମିତି ?

ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ଅର୍ଥାତ୍ ଆଇପିଏଲ ୨୨ ମାର୍ଚ୍ଚ ଅର୍ଥାତ୍ ଆଜି ଆରଂଭ ହେଉଛି । ୯୦ ଦିନ ଧରି ଚାଲିବାକୁ ଥିବା ଏହି ମେଗା କ୍ରିକେଟ ଇଭେଣ୍ଟରେ ବହୁତ ଉତ୍ସାହ ପରିଲକ୍ଷିତ ହେବ। ଆଇପିଏଲ ୨୦୨୫ରେ ଟ୍ରଫି ଜିତିବା ପାଇଁ ମୋଟ ୧୦ଟି ଦଳ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଯଦି ଆପଣ ମଧ୍ୟ ଆଇପିଏଲକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତତ୍ୱପୂର୍ଣ ଖବର ରହିଛି । ଯଦି ଆପଣ ଘରେ…

Read More

୧ ଏପ୍ରିଲରୁ ଏହି ମୋବାଇଲ ନମ୍ବରରେ କାମ କରିବନି UPI,ମାର୍ଚ୍ଚ ୩୧ ସୁଦ୍ଧା ଏହାକୁ ହଟାଇ ଦେବ ବ୍ୟାଙ୍କ

ନୂଆଦିଲ୍ଲୀ: ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଯଦି ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଆପଣଙ୍କର ମୋବାଇଲ୍ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛି, ତେବେ ଏହାକୁ ତୁରନ୍ତ ସକ୍ରିୟ କରନ୍ତୁ। ଯଦି ଆପଣ ଏହା ନକରନ୍ତି, ତେବେ ଆପଣ ଏପ୍ରିଲ ୧ ରୁ ୟୁପିଆଇ ବ୍ୟବହାର କରିପାରିବେ ନାହିଁ। ବାସ୍ତବରେ, ଠକେଇକୁ ରୋକିବା ପାଇଁ, ୧ ଏପ୍ରିଲରୁ UPI ପେମେଣ୍ଟ ସେବା ସହିତ ଜଡିତ ଏକ ନୂତନ ନିୟମ…

Read More

ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତୀୟ ଦଳ ପାଇଁ ଟଙ୍କାର ଭଣ୍ଡାର ଖୋଲିଲା ବିସିସିଆଇ

ଭାରତୀୟ କ୍ରିକେଟ୍ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ଟିମ୍ ଇଣ୍ଡିଆ ପାଇଁ ଟଙ୍କାର ଭଣ୍ଡାର ଖୋଲି ଦେଇଛି। ବିସିସିଆଇ ଦଳ ପାଇଁ ନଗଦ ପୁରସ୍କାର ଘୋଷଣା କରିଛି। ଏହି ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା…

Read More

ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ରାଜ୍ୟରେ ଆରଂଭ ହେବ ସକାଳୁଆ ସ୍କୁଲ । ଏହି ସମୟରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍‌ ପ୍ୟାକେଟ୍‌ ଓ ଅନ୍ୟ ଆବଶ୍ୟକତୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସକାଳ ୭ ରୁ ୯ ଟା ଚାଲିବ ଅଙ୍ଗନବାଡି କେନ୍ଦ୍ର। ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ। ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ…

Read More

ପାଣ୍ଡିଆନ, ଓଡ଼ିଶା ଶାସନ ଓ ନୂଆ ସରକାରଙ୍କୁ ନେଇ ନିଆରା Facebook ବିତର୍କ

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କୁ ଭିଲିଆନ ଚିତ୍ରଣ କରି ବିଜେପି ଗତ ନିର୍ବାଚନ ଲଢ଼ି ବିଜୟ ହୋଇଥିଲା l ହେଲେ କିଛି ଦିନ ପରେ ନୂତନ ସରକାର ବର୍ଷେ ପୂରଣ କରିବେ l ମାତ୍ର ଇତି ମଧ୍ୟରେ ପାଣ୍ଡିଆନଙ୍କ ବିରୋଧରେ କୌଣସି ମାମଲା, ଅଭିଯୋଗ ହୋଇ ନାହିଁ l କାର୍ଯ୍ୟାନୁଷ୍ଠାନ ତ ଦୂରର କଥା l ଓଡ଼ିଶାରେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଆଜି ବି ପ୍ରାସଙ୍ଗିକ l ଏହାକୁ ନେଇ ରଙ୍ଗାଚରଣ ପ୍ରଧାନ ଓ ବିଶ୍ୱରାଜ ନାୟକଙ୍କ…

Read More

ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ

ଭୁବନେଶ୍ବର, ୧୨/୦୩/:ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି । ଅସାନସୋଲ ଦକ୍ଷିଣର ବିଧାୟକ ଶ୍ରୀମତୀ ଅଗ୍ନିମିତ୍ର ପାଲ ଏହି ପୁରସ୍କାର ପ୍ରଦାନ କରିଥିଲେ। ମାଗସେସେ ପୁରସ୍କାର ବିଜେତା ଶ୍ରୀ ଅଂଶୁ ଗୁପ୍ତା;…

Read More

ରାସନ୍ କର୍ଡରୁ ବାଦ୍ ପଡିଲେ ୮୪,୭୫୭ ହିତାଧିକାରୀ

ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ। ବିଧାୟକ ଅଶ୍ଵିନ ପାତ୍ରଙ୍କ ପ୍ରଶ୍ନରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଈ କହିଛନ୍ତି ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ଖାଦ୍ୟ ସୁରକ୍ଷା ଯୋଜନାରୁ ୮୪,୭୫୭ ହିତାଧିକାରୀ ବାଦ୍‌ ପଡିଛନ୍ତି।ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପରେ ୮୪,୭୫୭ ହିତାଧିକାରୀଙ୍କୁ ରାସନ୍‌ କାର୍ଡୁ ବାଦ୍‌ ଦିଆଯାଇଛି। ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ରାସନ ବନ୍ଦ କରାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ…

Read More

ଆଗ ପଇସା, ପରେ ଦେଶ ! ଏହି ୫ ଷ୍ଟାର ଖେଳାଳି ନେଲେ ଚକିତ କଲା ଭଳି ନିଷ୍ପତି

କ୍ରିକେଟ୍ ପ୍ରେମୀମାନେ ଏବେ ଆଇପିଏଲ୍ ୨୦୨୫କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଲିଗର ୧୮ତମ ସିଜିନ୍ ୨୨ ମାର୍ଚ୍ଚରୁ ଆରଂଭ ହୋଇ ୨୫ ମଇ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍। ଏହି ଲିଗରେ ଖେଳାଳିମାନେ ପ୍ରଚୁର ଟଙ୍କା ରୋଜଗାର କରନ୍ତି, ଯାହା ଫଳରେ ବିଶ୍ୱର ସମସ୍ତ ବଡ଼ ବଡ଼ ଖେଳାଳି ଖେଳିବା ପାଇଁ ଭାରତ ଆସିଥାନ୍ତି । ଏପରି ପରିସ୍ଥିତିରେ, ଆଇପିଏଲ ୨୦୨୫କୁ ଦୃଷ୍ଟିରେ ରଖି, ୫ ତାରକା ଖେଳାଳି…

Read More