Chidananda Jena

ଆରମ୍ଭ ହେଲା ଦିଲ୍ଲୀ -ଡେରାଡୁନ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଦିଲ୍ଲୀ (ଆନନ୍ଦ ବିହାର)-ଡେରାଡୁନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚଳାଚଳ ଗୁରୁବାର ଶୁଭାରମ୍ଭ କରାଯାଇଛି l ଉତ୍ତରାଖଣ୍ଡକୁ ଚଳାଚଳ କରିବାରେ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ବୋଲି ଜଣାପଡିଛି l ଟ୍ରେନର ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ , ଉତ୍ତରାଖଣ୍ଡ ତା’ର ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ପାଇଛି। ଏହି ଟ୍ରେନ୍‌ ଲୋକମାନଙ୍କର ଯାତାୟାତ ସମୟ ହ୍ରାସ…

Read More

ନିରନ୍ତର ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟରତ ଟିପିଏଓସଡ଼ିଏଲ

ବ୍ରହ୍ମପୁର: ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ ପକ୍ଷରୁ ନିରନ୍ତର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟ ସବୁ ସମୟରେ ଚାଲୁଅଛି। ଯେପରି ଗ୍ରାହକମାନଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ହେବ। ବାଲିଶିରା ନିକଟରେ ପ୍ରତିଷେଧମୂଳକ ମରାମତି ସମୟର ଫଟୋ ଏଇଟି।

Read More

କାହିଁକି ନବୀନଙ୍କ ଉପରେ ଅଧିକ କଠୋର ହୋଇ ପାରୁନାହାନ୍ତି ସୁନୀଲ ବଂଶଲ… ଜାଣନ୍ତୁ… ପଢନ୍ତୁ…

ଭୁବନେଶ୍ୱର : କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର। ଲୋକସଭାରେ ପୂର୍ଣ୍ଣ ବହୁମତ। ଇସାରା ଦେଲେ ସିବିଆଇ, ଇଡି ଏବଂ ଆୟକର ବିଭାଗ ଲମ୍ଫ ଦେଉଛନ୍ତି। ବିଜେଡିରେ ଅସନ୍ତୋଷ ରହିଛି। କେତେକ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବାକୁ ଗୋଡ଼ ଟେକି ବସିଛନ୍ତି। ୟୁପି ଭଳି ବିରୋଟ ପ୍ରଦେଶ ଜିତାଇଥିବା ସୁନୀଲ ବଂଶଲ କିନ୍ତୁ ଓଡ଼ିଶାକୁ ନେଇ ଚିନ୍ତାରେ ଅଛନ୍ତି। ସେ ଯେଉଁ ରଣନୀତି ଆପଣାଇବାକୁ ଚାହୁଁଛନ୍ତି। ସେଥିରେ ତାଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆର୍ଥିକ ଶକ୍ତିଶାଳୀ ଥିବା…

Read More

ନୂଆ ସଂସଦ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ହେଉ ନ ଥିବାରୁ ଉତ୍ସବରେ ଯୋଗ ଦେବେନି ୧୯ ରାଜନୈତିକ ଦଳ

ନୂଆଦିଲ୍ଲୀ : ଦେଶର ସଂସଦ ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ଗଠିତ ହୋଇଛି। ଆସନ୍ତା ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ  ହେବାକୁ ଯାଉଛି। ତେଣୁ ଏହାକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ଦେଶର 19 ବିରୋଧି ଦଳ ଦାବି କରିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ବୋଲି ସ୍ଥିର ହୋଇଛି । ଦେଶର ପ୍ରଥମ ନାଗରିକ ତଥା ମହିଳା ରାଷ୍ଟ୍ରପତି…

Read More

୨୦୦ରୁ ଅଧିକ ଅଞ୍ଚଳରେ ପହଞ୍ଚିଲାଣି ଟ୍ରୁ-୫ଜି ସେବା

ଭୁବନେଶ୍ୱର : ସାରା ରାଜ୍ୟରେ ଟ୍ରୁ-୫ଜି ସେବା ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଉପଲବ୍ଧ। ଏହିପରି ଭାବେ ରାଜ୍ୟର ୨୦୦ରୁ ଅଧିକ ସହରରେ ଏହି ସେବା କାର୍ଯ୍ୟ କରୁଛି। ଆଗାମୀ ଦିନରେ ସହରଗୁଡ଼ିକର ଆଖପାଖରେ ଥିବା ଶତାଧିକ ଗ୍ରାମଗୁଡ଼ିକ ମଧ୍ୟ ଜିଓ ଟ୍ରୁ-୫ଜି ସେବା ପାଇପାରିବେ ବୋଲି ଜଣାପଡିଛି। ଜିଓ ପ୍ରଥମ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହରରେ ଉକ୍ତ ସେବାର ଶୁଭାରମ୍ଭ କରିସାରିଛି। ଏହି ଅବସରରେ ଜିଓ…

Read More

ଗୁଜରାଟ ସହ କ୍ୱାଲିଫାୟାର ଖେଳିବ କିଏ… ଲକ୍ଷ୍ମୌ ନା ମୁମ୍ବାଇ.. ଆଜି ହେବ ମହାମୁକାବିଲା

ଭୁବନେଶ୍ୱର : ଚଳିତ ଆଇପିଏଲ୍‌ ସଂସ୍କରଣରେ ପ୍ରଥମରୁ ଖରାପ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚକିତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏକଦା 8 ନମ୍ବରରେ ଥିବା ଏହି ଦଳ ପ୍ଲେ ଅଫ ରେ ସ୍ଥାନ ପକା କରିଛି। 2020ରେ ଚମ୍ପିୟାନ ହେବା ପରେ 2021 ଏବଂ 2022ରେ ଦଳ ପ୍ରଦର୍ଶନ ଏତେଟା ଭଲ ରହିନି। ତେଣୁ ଏହି ସିଜିନ୍ ରେ ମୁମ୍ବାଇ ନିଜ ଦମ୍ ଦେଖାଇବାକୁ ଚେଷ୍ଟା କରିବ। ଚଳିତ ବର୍ଷର ଦଳର ବ୍ୟାଟିଂ ଲାଇନ୍ ଅପ୍…

Read More

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ଓଡ଼ିଶାର ୮୯୦ଟି ଏସବିଆଇ ଶାଖାରେ ୨୦୦୦ ଟଙ୍କିଆ ବଦଳ କରିହେବ

ଭୁବନେଶ୍ୱର : ରାଜ୍ୟର ମୋଟ ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଓଡ଼ିଶା ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ବଦଳ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛିl ତେଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ…

Read More

ଚେନ୍ନାଇ: ଆଜି ଜିତିବ ଯିଏ, ସିଧା ଫାଇନାଲ ଖେଳିବ ସିଏ l

ଭୁବନେଶ୍ୱର : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚରେ ପରାଜିତ ଦଳ ପ୍ଲେ ଅଫ୍‌-୨ରେ ଖେଳିବ। ଚେନ୍ନାଇର ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଫର୍ମରେ ଅଛନ୍ତି । ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ଭଲ ଖେଳୁଛନ୍ତି l ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇ ପାରିବେ l ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ରୁ…

Read More