Chidananda Jena

ନବରଙ୍ଗପୁର ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ କାର୍ଯ୍ୟରତ ଟିପିଏସ୍ଓଡିଏଲ୍ କର୍ମଚାରୀ। ଲୋକଙ୍କୁ ନିରନ୍ତର ବିଜୁଳି ସେବା ଯୋଗାଇ ଦେବା ନିମନ୍ତେ ସର୍ବଦା କାର୍ଯ୍ୟରତ।

ନବରଙ୍ଗପୁର,୨୮।୪(ବ୍ୟୁରୋ): ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରନ୍ତର ବିଜୁଳି ସେବା ଯେଗାଇଦେବା ପାଇଁ ଟିପିଏସଓଡିଏଲ୍ କାର୍ଯ୍ୟ କରୁଛି। ବିଶେଷ କରି ଖରାଦିନରେ ଲୋକଙ୍କ ପାଖରେ କିପରି ନିରନ୍ତର ବିଜୁଳି ସେବା ପହଞ୍ଚିବ, ସେ ଦିଗରେ କମ୍ପାନୀ କାର୍ଯ୍ୟ କରୁଛି। ନବରଙ୍ଗପୁରର ଏକ ଆଭ୍ୟନ୍ତରୀଣ ଅଞ୍ଚଳରେ କମ୍ପାନୀର କର୍ମଚାରୀମାନେ ବିଜୁଳି ସେବା ଯୋଗାଣ ପାଇଁ କାର୍ଯ୍ୟ କରୁଥିବା ବେଳର ଫଟୋ।

Read More

ସହୀଦ ଦେବାଶିଷ ବିଶ୍ୱାଳ ଅମର ରହେ

ସତ୍ୟବାଦୀ,୨୨/୪(ବ୍ୟୁରୋ): ପିଲାଦିନୁ ସେନାରେ ଯାଇ ଭାରତମାତାର ସେବା କରିବାର ଇଚ୍ଛା ଦେବାଶିଷ ବିଶ୍ୱାଳଙ୍କୁ ନିଜର ଅନ୍ୟ ସହପାଠୀଙ୍କ ଠାରୁ ଭିନ୍ନ କରିଥିଲା l ଘରେ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିଦାୟ ଦେଇ ଦେବାଶିଷ ସୀମାନ୍ତ ଅଂଚଳକୁ ଚାଲିଯାଇଥିଲେ l ହେଲେ ସେ ଆଉ ଫେରିଲେଣି, ତାଙ୍କ ପାର୍ଥିବ ଶରୀର ଫେରିଲା ସହୀଦର ସୁନାମ ସହ l ଶନିବାର ସେହି ବୀର ସୈନିକଙ୍କ ଚିତା ଜଳିଛି ଜନ୍ମ ମାଟିରେ ସତ୍ୟବାଦୀରେ l ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ,ଲକ୍ଷ ଲକ୍ଷ…

Read More

ଅଲିଭ୍ ରିଡଲେଙ୍କ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ସାରା ବିଶ୍ୱରପ ମୋଟ  ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ପ୍ରାୟ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥାଆନ୍ତି।  ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସେମା‌ନେ ଅଣ୍ଡା ଦେଇଥାଆନ୍ତି। ଏପ୍ରିଲ ଓ ମେ’ ମାସରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଇଥା’ନ୍ତି। ଏବେ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ। ସରକାରୀ ତଥ୍ୟ ଅନୁଯାୟୀ, ଚଳିତବର୍ଷ ଓଡ଼ିଶା ଉପକୂଳକୁ…

Read More