ନୂଆବର୍ଷରେ ଇଣ୍ଡିଆ ମେଣ୍ଟର ପୁର୍ନଗଠନ, କଂଗ୍ରେସ ଫୋକସ୍ ଡର୍ଜନେ ଲୋକସଭା, ସହଯୋଗୀଙ୍କୁ ଛାଡିବ ବିଧାନସଭା ଆସନ

ଭୁବନେଶ୍ୱର :  କୋରାପୁଟ, ନବରଙ୍ଗପୁର,ବ୍ରହ୍ମପୁର,କନ୍ଧମାଳ, ଭଦ୍ରକ, ସୁନ୍ଦରଗଡ଼,ବାଲେଶ୍ୱର,କଟକ,ଜଗତସିଂହପୁର,ଢେଙ୍କାନାଳ,କଳାହାଣ୍ଡି ଲୋକସଭା ନିର୍ବାଚନକୁ ଏଆଇସିସି ଓଡ଼ିଶାର ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ରଖି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛି। କୋରାପୁଟ ଓ ବାଲେଶ୍ୱରରେ ଦଳର ଜିତିବା ସମ୍ଭାବନା ଥିବା ଏଆଇସିସି ରିସର୍ଚ୍ଚ ଟିମ୍ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି। ଦ୍ୱିତୀୟତଃ ପୁରୀ, ଭୁବନେଶ୍ୱର ଏବଂ ବରଗଡ଼ରେ ଦଳର ଭୋଟ ହାର ବୃଦ୍ଧି କରିବାକୁ ଏଆଇସିସି ପରାମର୍ଶ ଦେଇଛି। ଯଥାସମ୍ଭବ ଏହି ଆସନ ଗୁଡ଼ିକ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଏହା…

Read More

ରାଜ୍ୟ ବିଜେପି ପ୍ରଚାର ମଙ୍ଗ ଧରିଲେଣି ରାଜ୍ୟପାଳ ରଘୁବର ଦାସ….ନିଆରା ଢଙ୍ଗରେ କେନ୍ଦ୍ରୀୟ ନେତୃତ୍ୱର କରୁଛନ୍ତି ପ୍ରଚାର

ଭୁବନେଶ୍ୱର :  ଯିଏ ଚାଖିଛି ଥରେ କ୍ଷୀରର ସର…ନିତି ଧାଉଁଥାଏ ଗଉଡ଼ ଘର। ରାଜନୀତି ଏମିତି ଏକ ସର। ଥରେ ଏ ସର ସ୍ୱାଦ ପାଟିରେ ବାଜିଲେ ଛାଡି ହୁଏନି। ଏକଥା ରାଜ୍ୟପାଳ ରଘୁବର ଦାସଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ଜଣାପଡୁଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ପଦରେ ନିଯୁକ୍ତ ରଘୁବର ଦାସ ନିଆରା ଢଙ୍ଗରେ ବିଜେପିର ପ୍ରଚାର କରୁଛନ୍ତି। ତାହା ପୁଣି ବେଶ୍ ଚତୁରତାର ସହ। ଓଡ଼ିଶା ରାଜ୍ୟପାଳ ଏବଂ ରଘୁବର ଦାସଙ୍କ ଦୁଇଟି ଭିନ୍ନ ଭିନ୍ନ ଟୁଇଟର…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More

ଓଡ଼ିଶା ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ : ଲୋକଙ୍କ ଭାବନାକୁ ପଢ, ବୁଝାମଣା କଥା ମୁଣ୍ଡରୁ କାଢ..ପରିବର୍ତ୍ତନ ନିଶ୍ଚିତ ଥିଲେ..କିଏ ବା ରୋକିବ…

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ଆସୁଛି। ତୃଣମୂଳରେ ମଜଭୁତ୍ ଭାବରେ ଲଢ। ରାଜନୀତିରେ କେତେବେଳେ କଣ ହେବ, ତାହା କାହାରିକୁ ବି ଜଣାନାହିଁ। ବିଜେଡି ସହ ବୁଝାମଣା କଥା ମୁଣ୍ଡରୁ କାଢ। ଓଡ଼ିଶାବାସୀ ଯଦି ବିଜେଡିକୁ ହରାଇବା ଚାହୁଁଥିବେ, ତେବେ ଆମକୁ ଲଢିବାରେ ଅସୁବିଧା କଣ। ଛତିଶଗଡ଼ରେ ହାରିଥିବା ବାଜି ଆମେ ଜିତିପାରିଲେ। ତେଣୁ ଆଗାମୀ ଲଢେଇ ଜିତିବା ପାଇଁ ଲଢ। ମୋର ଦୃଢ ବିଶ୍ୱାସ ଆମର ବିଧାନସଭା ଆସନ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ। ଏହିପରି…

Read More

ଇଏ ସେହି ଉପ-ରାଷ୍ଟ୍ରପତି, ଯିଏ ଓଡ଼ିଶାରେ ରାଜ୍ୟପାଳ ଥିବାବେଳେ ଖାଇଥିଲେ ଜୋତାମାଡ଼..

 ଭୁବନେଶ୍ୱର :  ସଂସଦରୁ ଶତାଧିକ ସାଂସଦ ନିଲମ୍ବିତ ହୋଇ ସାରିଲେଣି। ଏହି ସଂଖ୍ୟା ଇତି ମଧ୍ୟରେ ଦେଢଶହ ଟପିଲାଣି। ଏହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଟିଏମସି ଏମପି କଲ୍ୟାଣ ବାନାର୍ଜୀ ବ୍ୟଙ୍ଗ କରିବା କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉପରାଷ୍ଟ୍ରପତିଙ୍କୁ ଶାସକ ଦଳ ବିଜେପି ଏବଂ ଅଣ ଆନୁଷ୍ଠାନିକ ସହଯୋଗୀ ବିଜେଡ଼ି ଏମପି ମାନଙ୍କ ପକ୍ଷରୁ ସମବେଦନା ଜଣାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟପାଳ ରହିସାରିଥିବା ଜଣେ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ସହ ହୋଇଥିବା…

Read More

କାହିଁକି ଇଏ  ବିଜେଡିର ତୃତୀୟ କ୍ଷମତାଶାଳୀ  ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…

ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…

Read More

ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ଆଲୋଚନା ବିଫଳ ବୋଲି କାହିଁକି କୁହାଯାଉଛି…..

ଭୁବନେଶ୍ୱର :  ରାଜ୍ୟ କଂଗ୍ରେସର ନେତୃ ମଣ୍ଡଳୀ ଏବଂ ବିଧାୟକ-ସାଂସଦ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଖବର ଲେଖାହେବାବେଳକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି। ସାଧାରଣ ନିର୍ବାଚନ ଆଗକୁ ଆସୁଥିବାର କଂଗ୍ରେସ ପକ୍ଷରୁ ଏପରି ଭେଟଘାଟ୍ ଆୟୋଜନ କରାଯାଇଛି। ମାତ୍ର ପ୍ରଶ୍ନ ଉଠେ କେଉଁ ସବୁ ପ୍ରସଙ୍ଗ ଓ ଦିଗକୁ ବିଚାର କରି ଏଆଇସିସି ଶରତ ପଟ୍ଟନାୟକଙ୍କ ହାତକୁ ନେତୃତ୍ୱ ଦେଇଥିଲା। ଏହାର ଆଧାର…

Read More

ଜୁଏଲ ଓରାମଙ୍କୁ କ’ଣ ସତରେ ମାରି ଦେଇଥାନ୍ତେ ଅଶୋକ ଦାସ, ସେଦିନ କ’ଣ ହୋଇଥିଲା ଓଡ଼ିଶା ବିଧାନସଭାରେ….

ଭୁବନେଶ୍ୱର :  ଜନତା ଦଳର ବର୍ଷିୟାନ ନେତା ଅଶୋକ ଦାସଙ୍କୁ ଜୀବନରେ ଭୁଲି ପାରିବେନି ବିଜେପି ନେତା ଜୁଏଲ୍ ଓରାମ। ସପ୍ତମ ଲୋକସଭା ଥିଲା ୧୯୮୯-୧୯୮୧। ଏହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ରେ ଜନତା ଦଳର ଏଠି ରାଜ୍ୟରେ ସରକାର ଗଠନ କରି ସାରିଥାନ୍ତି।  ମାତ୍ର ବିଜେପିର ରାମ ଜନ୍ମଭୂମି ରଥଯାତ୍ରାକୁ ବିରୋଧ କରିବାରୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ଗୈରିକ ଦଳ। ଫଳରେ ଭିପି ସିଂଙ୍କ  ସରକାର ଭାଙ୍ଗିଯାଇଥିଲା। ହେଲେ ସେଦିନ…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ପୀତବାସଙ୍କୁ ସ୍ୱାବଲମ୍ବୀ କରାଇଛି ଥାଇଲାଣ୍ଡ କୋଳି ଚାଷ…

ରାୟଗଡ଼ା ; ବର୍ତ୍ତମାନ ସମୟରେ ଯୁବପିଢିମାନେ ଚାଷରୁ ମୁଁହ ଫେରେଇ ନେଉଥିବା ବେଳେ ପୀତବାସ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ସେ ପନିପରିବା ଚାଷ ହେଉ ଅବା ଫଳ, ଫୁଲ ଚାଷ, ସବୁଥିରେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଜୀବନର ଅନେକ ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ସୁଦ୍ଧା ସମସ୍ତ ବାଧା ପ୍ରତିବନ୍ଧକକୁ ଏଡାଇ ସଫଳତା ପଛରେ ଆଗେଇ ଚାଲିଛନ୍ତି ପୀତବାସ । ଏପରି ଜଣେ ଯୁବ ଚାଷୀ ହେଉଛନ୍ତି ରାୟଗଡ଼ା ଜିଲ୍ଲା…

Read More