ମାୟାବତୀ, ଦେବଗୌଡ଼ାଙ୍କ ଦଳ ବିରୋଧିଙ୍କ ଅଙ୍କ ବିଗାଡ଼ିବ !

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜୟୀ ହେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସିଛି। ଏହା ମଧ୍ୟରେ ବିରୋଧି ଦଳ ସମୂହ ଦୁଇଟି ବୈଠକ ଯଥାକ୍ରମେ ପାଟନା ଏବଂ ବେଙ୍ଗଲୁରୁରେ ଅନୁଷ୍ଠିତ ହୋଇଗଲାଣି। ହେଲେ ଭାରତ ରାଜନୀତିରେ ଦୁଇଟି ଦଳ ଏପରି ଅଛନ୍ତି, ଯେଉଁମାନେ ବିରୋଧି ଦଳ ରଣନୀତିକୁ ଫେଲ୍ କରିବାର କ୍ଷମତା ରଖିଥାନ୍ତି। ଉତ୍ତର ଭାରତରେ ମାୟାବତୀ ଏବଂ ଦକ୍ଷିଣ ଭାରତରେ ଦେବଗୌଡ଼ା ମେଣ୍ଟକୁ କ୍ଷତି ପହଞ୍ଚାଇପାରନ୍ତି।କର୍ନାଟକରେ ଯଦି ଜେଡିଏସ୍ ସହ ବିଜେପି ମେଣ୍ଟ କରେ…

Read More

ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍

ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ…

Read More

ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ

ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…

Read More

କମିଟିଟିଏ ପାଇଁ ନୂଆଦିଲ୍ଲୀରେ ନାକେଦମ୍ ମନମୋହନ-ମାନସ, ଏଯାଏଁ ଛିଣ୍ଡୁନି ଅଙ୍କ

ଭୁବନେଶ୍ୱର : ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ପାଖେଇଲାଣି। ଦଳ  ଥରେ ଚେଷ୍ଟା କରି ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଛି। କେନ୍ଦ୍ରରେ ସରକାର ଅଛି। ଇଡି, ସିବିଆଇ, ଆୟକର ବିଭାଗ ମଧ୍ୟ ସାଥ୍ ଦେବ। ଦ୍ୱିତୀୟରୁ ପ୍ରଥମ ଚେଷ୍ଟା କଲେ ପୂର୍ଣ୍ଣ ସଫଳତା ନ ମିଳିପାରେ। ହେଲେ ୧୫ ରୁ ୧୬ ଲୋକସଭା ଏବଂ ୫୦ ରୁ ୬୦ ବିଧାନସଭା ଆସନ ହାତେଇ ହେବ। ୟୁପିରେ ଦଳକୁ ବିଜୟୀ କରିଥିବା ସୁନୀଲ ବଂଶଲଙ୍କ ପରି…

Read More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ଆସେସ୍ ଜାଣନ୍ତୁ ….

ଭୁବନେଶ୍ବର; ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ୍ ସିରିଜର ଚତୁର୍ଥ ମ୍ୟାଚ ଡ୍ର ହୋଇଯାଇଛି । ଏହା ସହିତ ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାକୁ ନିଜ ନାମରେ କରିଛି । କାରଣ ଯଦି ଇଂଲଣ୍ଡ ଶେଷ ମ୍ୟାଚରେ ବିଜୟ ହାସଲ କରେ ତେବେ ସିତିଜ ୨-୨ ରେ ଡ୍ର ରହିବ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ପୂର୍ବ ଆସେସରେ ଅଷ୍ଟ୍ରେଲିଆ ୪-୦ ରେ ଇଂଲଣ୍ଡ ଉପରେ ବିଜୟ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆ…

Read More

କେବେ ବି ବିରୋଧି ଦଳରେ ବସିନାହାନ୍ତି ନବୀନ ପଟ୍ଟନାୟକ, ଭାରତୀୟ ରାଜନୀତିରେ ବିରଳ ରେକର୍ଡ

ଭୁବନେଶ୍ୱର- ଦୀର୍ଘ 23 ବର୍ଷର ଶାସନ ଭିତରେ ନବୀନ ପଟ୍ଟନାୟକ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ନିଜର ରାଜନୈତିକ କ୍ୟାରିୟରରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନମଣ୍ଡଳରେ ସବୁ ସମୟରେ ଶାସକ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମଧ୍ୟ ନବୀନ ରେକର୍ଡ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଭାରତୀୟ ରାଜନୀତିରେ ଏହିପରି କରିଥିବା ସେ ଏକମାତ୍ର ନେତା। ରାଜନୈତିକ ଯାତ୍ରାର ଆରମ୍ଭରୁ ଲଗ୍ନରୁ ଏଯାବତ୍ ଶ୍ରୀ ପଟ୍ଟନାୟକ ସରକାରୀ ଦଳ(ଟ୍ରେଜରୀ ବେଞ୍ଚ)ର ହିଁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶାର…

Read More

ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ, ବିଜେଡି

ଭୁବନେଶ୍ୱର- ଦେଶ ର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ  ଜାରି ରହିଥିବା ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଦୁଇ ମାସ ତଳେ ଦୁଇ ଜଣ ମହିଳା ଉଲଗ୍ନ କରି ଯେପରି ଭାବେ ରାସ୍ତାରେ ନିଆଗଲା, ସେମାନଙ୍କ ସହ ପଶୁ ଭଳି ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରାଗଲା। ଏହା ପରେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ୭୯ ଦିନ ପରେ ମୁହଁ ଖୋଲିଲେ। ମାତ୍ର ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ…

Read More

ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ବଦଳିବେ ଅର୍ଥ ମନ୍ତ୍ରଣାଳୟର ମାଲିକିଆଣି,କିଏ ହେବେ ପରବର୍ତ୍ତୀ ଅର୍ଥମନ୍ତ୍ରୀ…ଓଡ଼ିଶା ସହ କଣ ରହିଛି, ତାଙ୍କ ସମ୍ପର୍କ…ଜାଣନ୍ତୁ

ନୂଆଦିଲ୍ଲୀ : ସଂସଦର ମୋସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି।  ଉତ୍ତର-ପୂର୍ବ ରାଜ୍ୟ ମଣିପୁର ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ପ୍ରସଙ୍ଗରେ ବିରୋଧି ଦଳ ଗୁଡି଼କ ପୂର୍ଣ୍ଣାଙ୍ଗ ଆଲୋଚନା ନେଇ ପ୍ରସ୍ତାବ ରଖିଛନ୍ତି। ତେଣୁ ଅଧିବେଶନ ଜାରି ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ ନାହିଁ। ଅଧିବେଶନ ପୂର୍ବରୁ ଅଦଳବଦଳ ହୋଇପାରିଥାନ୍ତା। ମାତ୍ର ହରସିମରତ କୌର, ଜୟନ୍ତ ଚୌଧୁରୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ କରାଯାଇଥିବା ପ୍ଲାନ ଫେଲ୍ ମାରିଥିଲା। ତେଣୁ ଅଧିବେଶନ…

Read More

ଏନଡିଏରେ ସାମିଲ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦକୁ ମନା, କାହିଁକି ଏପରି କଲେ ଏହି ତିନି ନେତା… ଜାଣନ୍ତୁ

ନୂଆଦିଲ୍ଲୀ :  ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ହେଲେ ଏହାର ରୂପରେଖ ନେଇ ବିଜେପି ଶୀର୍ଷ ନେତୃତ୍ୱ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରୁନାହିଁ। ନିକଟରେ ଏନଡିଏର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଦଳ ଯୋଗ ଦେଇଥିଲେ। ମାତ୍ର ଏମିତି କିଛି ଦଳ ଅଛନ୍ତି, ଯାହାକୁ ନିମନ୍ତ୍ରଣ କରାଯାଇଥିଲା। ଏମିତି କି ସେମାନଙ୍କୁ ନିକଟ ଭବିଷ୍ୟତରେ ମନ୍ତ୍ରୀ ପଦ ଦିଆଯିବ ବୋଲି ସ୍ଥିର କରାଯାଇଥିଲ।। ହେଲେ ଏହି ସବୁ ବ୍ୟକ୍ତି…

Read More