G-20 submit; ଜି – ୨୦ ହେଲା ଜି – ୨୧ ଜଣାନ୍ତୁ କେଉଁ ଦେଶକୁ ମିଳିଲା ସଦସ୍ୟ ହେବାର ସୁଯୋଗ…

ଗ୍ରୁପ ଅଫ୍ ୨୦ ନେସନ୍ ବା ଜି –୨୦ ରାଷ୍ଟ୍ର ଗୋଷ୍ଠିର ସଦସ୍ୟ ସଂଖ୍ୟା ୨୧ବ କୁ ବୃଦ୍ଧି ପାଇଛି । ଆଜି ଏଥିରେ ଆଫ୍ରିକାନ ୟୁନିୟନ୍ସକୁ ସ୍ଥାୟୀ ସଦସ୍ୟ ମିଳିଛି ଯାହା ଫଳରେ ଏହି ଦେଶକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଏହି ଦେଶକୁ ସଦସ୍ୟତା ପ୍ରଦାନ କରିବା ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଏ…

Read More

ପ୍ରଥମ ବାଜି ଜିତିଲା ଇଣ୍ଡିଆ ମେଣ୍ଟ, ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇ ଆଣିଲେ ଅଖିଲେଶ, ସୋରେନ

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଆସିଛି। ଉତ୍ତରାଖଣ୍ଡର ବାଗେଶ୍ୱର, ଉତ୍ତରପ୍ରଦେଶର ଘୋସି, କେରଳର ପୁଥୁପଲ୍ଲି, ପଶ୍ଚିମବଙ୍ଗର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରି ଏବଂ ତ୍ରିପୁରାର ଧାନପୁର ଓ ବକ୍ସନଗର ଆସନରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। ଆଜି ଗଣତି ଆରମ୍ଭ ହେବାପରେ ପ୍ରଥମେ ତ୍ରିପୁରାର ୨ଟି ଆସନ…

Read More

ଧୋନିଙ୍କ ସହିତ କାହିଁକି ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତୁ …

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ ଆଜି ମଧ୍ୟ କମିନାହିଁ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂତନ ନାମ ଯୋଡ଼ି ହୋଇଯାଇଛି । ଏବେ ଧୋନି ତାଙ୍କ ପରିବାର ସହିତ ଆମେରିକାରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଆମେରିକାର…

Read More

ଜି – ୨୦ ସମ୍ମିଳନୀରେ କାହିଁକି ସବୁ ପ୍ରତିନିଧି ମାନଙ୍କୁ ମିଳିବ ୧୦୦୦ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଲୀ : ଦୁନିଆର ୨୦ ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରିଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଭାରତ ଏହି ସୁଯୋଗର ଅନେକ ଉପାୟରେ ଲାଭ ଉଠେଇବାକୁ ଚେଷ୍ଟା କରୁଛି | ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶିଖର ସମ୍ମିଳନୀକୁ ଆସୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ…

Read More

ଥରେ ବସି ଗଲେ ଆଉ ଉଠନ୍ତି ନାହିଁ ନରେନ୍ଦ୍ର ମୋଦି…ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଶୀର୍ଷକ ପଢି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଚୌକିରେ ବସିଲେ ଆଉ ଉଠନ୍ତି ନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଗତ ସପ୍ତାହରେ ଲଲନଟପର ଏକ କାର୍ଯ୍ୟକ୍ରମରେ ସେ ଏହି ବିଷୟରେ ଅବତାରଣା କରିଥିଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣାଟି କ’ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ  ବନ୍ଧୁ କହିଥିଲେ ଯେତେବେଳେ ନରେନ୍ଦ୍ର ଯୁବକ ଥିଲେ, ଗୁଜରାଟର ଏକ ସହରରେ ତାଙ୍କ କକାଙ୍କ…

Read More

ମଣ୍ଡଳ ରାଜନୀତି ମୁହାଁ ରାଜନୈତିକ ଦଳ…କ’ଣ କହିଲେ ସୋନିଆ ଗାନ୍ଧୀ, ମୋହନ ଭାଗବତ

ନୂଆଦିଲ୍ଲୀ :  ନିର୍ବାଚନ ଯେତିକି ପାଖଉଛି। ସେହି ପରିମାଣରେ ସାମାଜିକ ନ୍ୟାୟ ତଥା ମଣ୍ଡଳ ପ୍ରାସଙ୍ଗିକ ହୋଇ ଯାଉଛି। ଏକଦା କଂଗ୍ରେସ ଜାତି ଭିତ୍ତିକ ଜନଗଣନା କରାଇ ତାହାକୁ ପ୍ରକାଶ କରି ନ ଥିଲା। ଏହା ପରେ କ୍ଷମତାକୁ ଆସିବା ପରେ ବିଜେପି ଜାତିଭିତ୍ତିକ ଜନଗଣନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ତାହା କରାଇ ନ ଥିଲା।  ବିହାର ବିଧାନସଭା ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ଗୃହୀତ କରିଥିଲା। ପଛୁଆ, ଦଳିତ ଏବଂ…

Read More

ମୋଦିଙ୍କୁ ସୋନିଆଙ୍କ ଚିଠି, କେଉଁ ଦାବି ଦଳର ହୃତ ଗୌରବ ଫେରାଇ ଆଣିପାରେ…ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରିୟ ପ୍ରଧାନମନ୍ତ୍ରୀ I ସଂସଦର ଆସନ୍ତା ସ୍ୱତନ୍ତ୍ର ଅଧିବେଶନରେ କଣ କାର୍ଯ୍ୟସୂଚୀ ରହିଛି । ସେ ନେଇ ସମସ୍ତଙ୍କୁ ଅବଗତ କରାନ୍ତୁ । ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିବାରୁ ଅନ୍ୟ କେତେକ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା କରିବା ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚିଠିରେ ଏକାଧିକ ସାମାଜିକ ଏବଂ ଆର୍ଥିକ…

Read More

ନିର୍ବାଚନୀ ଚାନ୍ଦା ଆଦାୟ କରିବାରେ ବିଜେପି ନଂ- ୧

ଭୁବନେଶ୍ୱର : ଦେଶର ଆଠଟି ରାଜନୈତିକ ଦଳର ଘୋଷିତ ସମ୍ପତ୍ତିର ପରିମାଣ ହେଉଛି ୮୮୨୯.୧୫୮ କୋଟି ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ଆଠଟି ଦଳର ଏତିକି ସମ୍ପତ୍ତି ଦର୍ଶାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏମାନଙ୍କ ସମ୍ପତ୍ତିର ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା ।ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏହି ସୂଚନା ପ୍ରଦାନ କରିଛି । ୨୦୨୧-୨୨ ବର୍ଷ ପାଇଁ ଏହି ସମ୍ପତ୍ତି ସୂଚନା ଦେଇଥିବା ଏହି ୮ଟି ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ,…

Read More

କ’ଣ ରହିଛି ଅଦାନୀଙ୍କ ଚାଇନା ସହ ଲିଙ୍କ୍ ଜାଣନ୍ତୁ…

ଅତୀତ‌ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କରିଥିବା ତଦନ୍ତଠାରୁ ଆରମ୍ଭ କରି ଏବେ ଓସିସିଆରପି ଆଣିଥିବା ଅଭିଯୋଗରେ ଦୁଇ ଜଣ ବିଦେଶୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି । ଏହି ଦୁଇ ବ୍ୟକ୍ତିଙ୍କ ଶିଳ୍ପପତି ଗୌତମ ଆଦାନିଙ୍କ ସହ ଏହି ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ଆଗକୁ…

Read More

ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବାକୁ ଯାଉଛି  ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଏହି ଜାହାଜ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ…

Read More