ଡଃ ବିଶ୍ୱଜିତ୍ ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ

ଭୁବନେଶ୍ୱର (୨୨/୧୨) : ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନର ଶୀର୍ଷସ୍ଥ ସଂସ୍ଥା ସର୍ବସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଓଡ଼ିଶାର ଗାନ୍ଧୀବାଦୀ ଯୁବ ନେତା ତଥା କଳିଙ୍ଗନଗର ଠାରୁ ଆରମ୍ଭ କରି ପୋସ୍କୋ ବିରୋଧୀ ଆନ୍ଦୋଳନରେ ମହତ୍ତ୍ଵପୂର୍ଣ୍ଣ ଭୂମିକାରେ ଥିବା ଡାକ୍ତର ବିଶ୍ୱଜିତଙ୍କୁ ଏହାର ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଭାବରେ ମନୋନୀତ କରିଛନ୍ତି। ଦେଶର ପ୍ରାକୃତିକ ସମ୍ପଦ ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଆଜି ଶାଗ ମାଛ ମୂଲରେ ବିକ୍ରି ହେଉଥିବା…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More

କୋହଲିଙ୍କ ପରେ ରାହୁଲ ରଚିଲେ ଇତିହାସ , ଜାଣନ୍ତୁ କ’ଣ ଏହି ରେକର୍ଡ …

କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିଛି। ବିରାଟ କୋହଲିଙ୍କ ପରେ କେଏଲ ରାହୁଲ ଦ୍ୱିତୀୟ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ୨୦୧୮ରେ ବିରାଟ କୋହଲି ଏହି ସଫଳତା ହାସଲ କରିଥିଲେ। ଏବେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଛି।  ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଆଫ୍ରିକା…

Read More

ସାକ୍ଷୀ ମଲ୍ଲିକ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ …

ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନରେ ବିଜୟୀ ହେବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ଆଗରେ କାନ୍ଦିବାର ଦେଖା ଦେଇଥିଲେ । ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ କୁସ୍ତି ସଂସ୍ଥାର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ୍…

Read More

ଓଡ଼ିଶା ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ : ଲୋକଙ୍କ ଭାବନାକୁ ପଢ, ବୁଝାମଣା କଥା ମୁଣ୍ଡରୁ କାଢ..ପରିବର୍ତ୍ତନ ନିଶ୍ଚିତ ଥିଲେ..କିଏ ବା ରୋକିବ…

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ଆସୁଛି। ତୃଣମୂଳରେ ମଜଭୁତ୍ ଭାବରେ ଲଢ। ରାଜନୀତିରେ କେତେବେଳେ କଣ ହେବ, ତାହା କାହାରିକୁ ବି ଜଣାନାହିଁ। ବିଜେଡି ସହ ବୁଝାମଣା କଥା ମୁଣ୍ଡରୁ କାଢ। ଓଡ଼ିଶାବାସୀ ଯଦି ବିଜେଡିକୁ ହରାଇବା ଚାହୁଁଥିବେ, ତେବେ ଆମକୁ ଲଢିବାରେ ଅସୁବିଧା କଣ। ଛତିଶଗଡ଼ରେ ହାରିଥିବା ବାଜି ଆମେ ଜିତିପାରିଲେ। ତେଣୁ ଆଗାମୀ ଲଢେଇ ଜିତିବା ପାଇଁ ଲଢ। ମୋର ଦୃଢ ବିଶ୍ୱାସ ଆମର ବିଧାନସଭା ଆସନ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ। ଏହିପରି…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ, ପୂର୍ବ ପ୍ରତିଶ୍ରୁତି  ପୂରଣ ନ କରିବା ସହ ରାଉରକେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆଣିଲେ ଅଭିଯୋଗ..

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗତବର୍ଷ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ସୁଯୋଗ ନ ମିଳିବାରୁ ସେ ଶିଶୁ ଭବନ ଛକ ଏକ ଉଚ୍ଚ ସ୍ଥାନକୁ ଚଢିଯାଇଥିଲେ। ପ୍ରାୟ ତିନିରୁ ଚାରି ଘଣ୍ଟା ପାଇଁ ରାଜଧାନୀରେ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନରେଟ୍ ପୁଲିସ୍ ଠାରୁ ଆରମ୍ଭ କରି ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ନୟାନ୍ତ ହେବାକୁ ପଡ଼ିଥିଲା।  ଏହାର ଠିକ୍…

Read More

ଇଏ ସେହି ଉପ-ରାଷ୍ଟ୍ରପତି, ଯିଏ ଓଡ଼ିଶାରେ ରାଜ୍ୟପାଳ ଥିବାବେଳେ ଖାଇଥିଲେ ଜୋତାମାଡ଼..

 ଭୁବନେଶ୍ୱର :  ସଂସଦରୁ ଶତାଧିକ ସାଂସଦ ନିଲମ୍ବିତ ହୋଇ ସାରିଲେଣି। ଏହି ସଂଖ୍ୟା ଇତି ମଧ୍ୟରେ ଦେଢଶହ ଟପିଲାଣି। ଏହା ପରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଟିଏମସି ଏମପି କଲ୍ୟାଣ ବାନାର୍ଜୀ ବ୍ୟଙ୍ଗ କରିବା କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉପରାଷ୍ଟ୍ରପତିଙ୍କୁ ଶାସକ ଦଳ ବିଜେପି ଏବଂ ଅଣ ଆନୁଷ୍ଠାନିକ ସହଯୋଗୀ ବିଜେଡ଼ି ଏମପି ମାନଙ୍କ ପକ୍ଷରୁ ସମବେଦନା ଜଣାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟପାଳ ରହିସାରିଥିବା ଜଣେ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ସହ ହୋଇଥିବା…

Read More

ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ‘ଚା’

ଭୁବନେଶ୍ବର; ସଡକ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗର ନିଆର ପ୍ରୟାସ ।ରାତି ଅଧରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ‘ଚା’ । କାରଣ ରାତି ଅଧରେ ଗାଡି ଚଳାଉ ଥିବା ଡ୍ରାଇଭରଙ୍କ ନିଦ ଭାଙ୍ଗିବା ପାଇଁ ଏହି ଅଭିନବ ପ୍ରୟାସ କରିଛି ପରିବହନ ବିଭାଗ । ତେବେ ରାସ୍ତା କଡରେ ରହିଥିବା ଢାବା ଓ ହୋଟେଲ ଡ୍ରାଇଭରଙ୍କୁ ଦେବେ ମାଗଣାରେ ‘ଚା’ । ଏହି ଚା ର ପଇସା ରାଜ୍ୟ ସରକାର ଦେବେ ବୋଲି…

Read More

କାହିଁକି ଇଏ  ବିଜେଡିର ତୃତୀୟ କ୍ଷମତାଶାଳୀ  ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…

ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…

Read More