ଭାରତର ୧୦ ଧନୀ ବ୍ୟକ୍ତି , ଜାଣନ୍ତୁ କାହା ପାଖରେ କେତେ ଅଛି ସମ୍ପତ୍ତି …

ପଇସାକୁ ନେଇ ଗୋଟିଏ କଥା କୁହାଯାଇପାରିବ କି ଯଦି ପଇସା ଆଜି ଅଛି , ଆସନ୍ତାକାଲି ନାହିଁ । ସେ ସାଧାରଣ ଲୋକଟି ହେଉ ଅବା ହେଉ କୌଣଷି ଧନୀ ବ୍ୟକ୍ତି । ଟଙ୍କା ଆସେ ଓ ଯାଏ , ସେଥିପାଇଁ ତ ଏହାକୁ ଚଞ୍ଚଳା ମଧ୍ୟ କୁହାଯାଏ । ଗୌତମ ଆଦାନୀ ଏକଦା ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ । ଆଜି ସେ ବିଶ୍ୱର ୧୫ତମ ଧନୀ ବ୍ୟକ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି (ଗୌତମ…

Read More

ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ଆଲୋଚନା ବିଫଳ ବୋଲି କାହିଁକି କୁହାଯାଉଛି…..

ଭୁବନେଶ୍ୱର :  ରାଜ୍ୟ କଂଗ୍ରେସର ନେତୃ ମଣ୍ଡଳୀ ଏବଂ ବିଧାୟକ-ସାଂସଦ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଖବର ଲେଖାହେବାବେଳକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେମାନଙ୍କୁ ଭେଟି ଆଲୋଚନା କରୁଛନ୍ତି। ସାଧାରଣ ନିର୍ବାଚନ ଆଗକୁ ଆସୁଥିବାର କଂଗ୍ରେସ ପକ୍ଷରୁ ଏପରି ଭେଟଘାଟ୍ ଆୟୋଜନ କରାଯାଇଛି। ମାତ୍ର ପ୍ରଶ୍ନ ଉଠେ କେଉଁ ସବୁ ପ୍ରସଙ୍ଗ ଓ ଦିଗକୁ ବିଚାର କରି ଏଆଇସିସି ଶରତ ପଟ୍ଟନାୟକଙ୍କ ହାତକୁ ନେତୃତ୍ୱ ଦେଇଥିଲା। ଏହାର ଆଧାର…

Read More

Parliament Winter Session ;ଜୟା ବଚନ କହିଲେ ସାର୍-ସାର୍ ଡାକିଲେ ଉତ୍ତର ଦେଉନାହାଁନ୍ତି , ଏବେ ମାଡାମ ଡାକିବୁ କି ?

ବୁଧବାର (ଡିସେମ୍ବର ୨୦) ଶୀତକାଳୀନ ଅଧିବେଶନର ୧୩ତମ ଦିନରେ ମଧ୍ୟ ଏହି ଦୁଇଟି ପ୍ରସଙ୍ଗ, ସଂସଦର ସୁରକ୍ଷାରେ ତ୍ରୁଟି ଏବଂ ସାଂସଦମାନଙ୍କୁ ନିଲମ୍ବନ କୁ ନେଇ ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ତାଙ୍କ କଥା ଶୁଣୁନାହାନ୍ତି। ସେମାନେ କହିଛନ୍ତି ଯେ ସେମାନେ ସକାଳୁ ଚିତ୍କାର କରି ନିଜର କଥା କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉନାହିଁ। କେଉଁ ମାନଦଣ୍ଡରେ ସାଂସଦଙ୍କୁ…

Read More

ଆଇପିଏଲରେ ବିଦେଶୀ ଖେଳାଳି ମାଲା – ମାଲ , ମାତ୍ର ଦେଶର ଖେଳାଳିଙ୍କୁ ମିଳୁ ନାହିଁ ତାର ଅଧା ପଇସା …

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଏହି ଖେଳାଳି ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। କୋଲକାତା ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ୨୪.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା । ଆଜି ଅନୁଷ୍ଠିତ ନିଲାମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଷ୍ଟାର୍କ ଅଳ୍ପ…

Read More

ଜୁଏଲ ଓରାମଙ୍କୁ କ’ଣ ସତରେ ମାରି ଦେଇଥାନ୍ତେ ଅଶୋକ ଦାସ, ସେଦିନ କ’ଣ ହୋଇଥିଲା ଓଡ଼ିଶା ବିଧାନସଭାରେ….

ଭୁବନେଶ୍ୱର :  ଜନତା ଦଳର ବର୍ଷିୟାନ ନେତା ଅଶୋକ ଦାସଙ୍କୁ ଜୀବନରେ ଭୁଲି ପାରିବେନି ବିଜେପି ନେତା ଜୁଏଲ୍ ଓରାମ। ସପ୍ତମ ଲୋକସଭା ଥିଲା ୧୯୮୯-୧୯୮୧। ଏହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ରେ ଜନତା ଦଳର ଏଠି ରାଜ୍ୟରେ ସରକାର ଗଠନ କରି ସାରିଥାନ୍ତି।  ମାତ୍ର ବିଜେପିର ରାମ ଜନ୍ମଭୂମି ରଥଯାତ୍ରାକୁ ବିରୋଧ କରିବାରୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଲା ଗୈରିକ ଦଳ। ଫଳରେ ଭିପି ସିଂଙ୍କ  ସରକାର ଭାଙ୍ଗିଯାଇଥିଲା। ହେଲେ ସେଦିନ…

Read More

ଫିଲ୍ମ ରିଲିଜ ପୂର୍ବରୁ ‘ସାଲାର’କୁ ପଛରେ ପକାଇଲା ଶାହାରୁଖଙ୍କ ‘ଡଙ୍କି’ ଜାଣନ୍ତୁ କେମିତି …

୨୦୨୩ ମସିହାର ଦୁଇଟି ବହୁ ପ୍ରତୀକ୍ଷିତ ସିନେମା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଉଭୟ ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ର ରିଲିଜକୁ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଡିସେମ୍ବର ୨୧ତାରିଖରେ ‘ଡଙ୍କି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବାଭେଳେ । ଡିସେମ୍ବର ୨୨ରେ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ।…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ଦେଶରେ ବଢିବାରେ ଲାଗିଛି କୋରନା ସଂକ୍ରମଣ , ସେପଟେ କର୍ଣ୍ଣାଟକରେ ଫେରିଲା ମାସ୍କ …

କୋରନାର ଆଉ ଏକ ପ୍ରଜାତି ଜେଏନ-୧ ଭୟ ସୃଷ୍ଟି କଲାଣି । ତେବେ ଏହି ଭୂତାଣୁ ଭାରତରେ ଦେଖାଦେଇଥିବା ସୂଚନା ମିଳିଛି । ଆଗକୁ ନୂଆବର୍ଷ ଆସୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା କରାଯାଉଛି । ତେବେ ଏହାକୁ ନଜରରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖି ଏହାର ରିପୋର୍ଟ ହସ୍ତାନ୍ତର କରିବାକୁ ରାଜ୍ୟ ଗୁଡ଼ିକୁ କୁହାଯାଇଛି । ସେହିପରି ଅନ୍ୟପକ୍ଷରେ…

Read More

ପୀତବାସଙ୍କୁ ସ୍ୱାବଲମ୍ବୀ କରାଇଛି ଥାଇଲାଣ୍ଡ କୋଳି ଚାଷ…

ରାୟଗଡ଼ା ; ବର୍ତ୍ତମାନ ସମୟରେ ଯୁବପିଢିମାନେ ଚାଷରୁ ମୁଁହ ଫେରେଇ ନେଉଥିବା ବେଳେ ପୀତବାସ ଚାଷ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ସେ ପନିପରିବା ଚାଷ ହେଉ ଅବା ଫଳ, ଫୁଲ ଚାଷ, ସବୁଥିରେ ଦେଖାଇଛନ୍ତି ନିଜର ପାରଦର୍ଶିତା । ଜୀବନର ଅନେକ ସମସ୍ୟା ପ୍ରତିବନ୍ଧକ ସାଜିଥିଲେ ସୁଦ୍ଧା ସମସ୍ତ ବାଧା ପ୍ରତିବନ୍ଧକକୁ ଏଡାଇ ସଫଳତା ପଛରେ ଆଗେଇ ଚାଲିଛନ୍ତି ପୀତବାସ । ଏପରି ଜଣେ ଯୁବ ଚାଷୀ ହେଉଛନ୍ତି ରାୟଗଡ଼ା ଜିଲ୍ଲା…

Read More

କାହିଁକି ମୁମ୍ବାଇ ଛାଡ଼ିଦେବେ ଏହି ୩ ଖେଳାଳି …

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନର ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ନିଷ୍ପତ୍ତି ନେଇଛି ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ୨ ସିଜିନ୍ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳରେ ଥିଲେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିଲେ, କିନ୍ତୁ ଖେଳାଳି ଟ୍ରଡିଂ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସ…

Read More