ଅରୁଣଙ୍କ ବିରୋଧରେ ଲଢିବାକୁ ଚାହୁଁ ନାହାନ୍ତି ପ୍ରତ୍ୟୁଷା, ପାଖ ଆସନ ଉପରେ ପକାଇଛନ୍ତି ନଜର …

ନୟାଗଡ଼ : ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ବର୍ତ୍ତମାନ ବିଜେପି ନେତ୍ରୀ। ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥିନୀ ଭାବେ କନ୍ଧମାଳ ଲୋକସଭାରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସ୍ୱାମୀ ହେମେନ୍ଦ୍ର ସିଂ ମଧ୍ୟ କନ୍ଧମାଳରୁ ଏମପି ହୋଇଥିଲେ। ଘଟଣାକ୍ରମରେ ପ୍ରତ୍ୟୁଷା ବିଜେଡିରୁ ଟିକେଟ୍ ମିଳି ନ ବାରୁ ବିଜେପିରେ ଯୋଗ ଦେଇଥିଲେ। ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ବିଜେଡି ବିରୋଧରେ ପ୍ରଚାର କରିଥିଲେ। ହେଲେ ସେପରି କିଛି ସୁଫଳ ପାଇ ନ ଥିଲେ। ବିଜେପିରେ ଥିଲେ ବି ବିଜେଡି…

Read More

PM kisan; ଚାଷୀଙ୍କୁ ମିଳିବ ଖୁସି ଖବର , ପିଏମ୍ କିଷାନ ଟଙ୍କାରେ ହୋଇପାରେ ବୃଦ୍ଧି

ଭୁବନେଶ୍ଵର;ଦେଶର କୃଷକ ମାନଙ୍କୁ ମିଳିପାରେ ଖୁସି ଖବର । କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନାରେ ଚାଷୀ ଭାଇ ମାନଙ୍କୁ ମିଳୁଥିବା ଟଙ୍କାରେ ହୋଇପାରେ ବୃଦ୍ଧି । ପିଏମ କିଷାନ ସମନ ନିଧି ଯୋଜନାରେ କୃଷକ ପରିବାରକୁ ଯେଉଁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ମିଳୁଥିଲା ସେଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ତେବେ ଏଥିରେ ୨୦୦୦ରୁ ୩୦୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ତେବେ ଏନେଇ…

Read More

Asia cup 2023; ସ୍ପିନ୍ ବିଭାଗ ଭାରତ ପାଇଁ ହୋଇପାରେ ମୁଣ୍ଡ ବିନ୍ଧାର କାରଣ କେମିତି ଜାଣନ୍ତୁ…

ଭୁବନେଶ୍ଵର; ଏସିଆ କପ୍ ୨୦୨୩ ପାଇଁ ଭାରତ ପକ୍ଷରୁ ଗତକାଲି ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟିମରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପରି ଖେଳାଳିଙ୍କର ଦଳ ବାହୁଡା ହୋଇଥିବା ବେଳେ ଅନ୍ୟପକ୍ଷରେ କିଛି ଆଶାୟୀ ଖେଳାଳିଙ୍କୁ ଦଳରେ ସ୍ଥାନ ନମିଳିବାରୁ ସେମାନେ ନିରାଷ ହୋଇଛନ୍ତି । ସେହିପରି ଯଦି ଦଳର ସ୍ପିନ ବିଭାଗ ଉପରେ ନଜର ପକାଇବା ତେବେ କୁଲଦୀପ ଜାଦବଙ୍କୁ…

Read More

ପାରିବାରିକ ବିବାଦ ଥିଲେ ଟିକେଟ୍ ନାହିଁ, ବିଜେଡି ନେଉଛି ଏପରି ନିଷ୍ପତ୍ତି ……

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ କଥା ମନେ ପକାନ୍ତୁ। ବୋହୂର ସାମାନ୍ୟ ଅଭିଯୋଗ କେମିତି ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରାୟତଃ ଶେଷ କରିଦେଲା। ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ, ଅର୍କେଶ ସିଂଦେଓ ଓ ଅର୍ଜିତା ବିବାଦ, ପିପିଲିର ମହାରଥୀ ପରିବାରର ବିବାଦ ଆଦି ବିଜେଡି ମୁଣ୍ଡବିନ୍ଧାର କାରଣ ହୋଇସାରିଛି। ମାତ୍ର ଆଗାମୀ ନିର୍ବାଚନରେ ପାରିବାରିକ ବିବାଦ ଯେପରି ଅଡୁଆ ନ ହୁଏ, ସେ ନେଇ ବିଜେଡି ସତର୍କ ହେବାକୁ ଯାଉଛି। ଗୋଟିଏ ପରିବାର ଗୋଟିଏ ଟିକେଟ୍…

Read More

ବୋକା ବନାଉଛନ୍ତି ସମ୍ବିତ ପାତ୍ର, ନିଜ ଅଜାଣତରେ ସାଥ୍ ଦେଉଛନ୍ତି ବିଜେଡି କର୍ମୀ

ପୁରୀ:  ସାମାଜିକ ଗଣମାଧ୍ୟମରେ କେତେକ ଫେସବୁକ୍ ଏବଂ ଟୁଇଟର ପୋଷ୍ଟ, ବିଜେପି ସମର୍ଥିତ ବ୍ୟାପକ ୟୁ ଟ୍ୟୁବ୍ ଚ୍ୟାନେଲରେ ଗୋଟିଏ ବିଷୟକୁ ବ୍ୟାପକ ଭାବେ କୁହାଯାଉଛି। ଏହାକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ସୂତ୍ରରୁ ଆୟ ମଧ୍ୟ ଆସୁଛି। ଏହା ହେଉଛି ପୁରୀ ଲୋକସଭାରେ ଏଥର ସମ୍ବିତ ଜିତିବେ। ସମ୍ବିତ ଭଲ ବୁଲୁଛନ୍ତି। ହେଲେ ଏହି ଖବର ପ୍ରାୟୋଜକ ତାହା ବିଜେଡି ବୁଝିବାରେ ଅସମର୍ଥ ହେଉଛି। ପୁରୀ ଜିଲ୍ଲାରେ ପୁରୀ ଏବଂ ବ୍ରହ୍ମଗିରୀ ବିଜେପି ବିଧାୟକ…

Read More

IAS ପ୍ରଦୀପ ଜେନାଙ୍କ ପରେ କାହାକୁ Chief Secretary କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିଜ ପ୍ରଶାସନିକ କ୍ୟାରିୟରରେ ୩୪ ବର୍ଷ ପୂରଣ କରିଛନ୍ତି। ସୋମବାର ଶ୍ରୀ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍ ରେ ତାଙ୍କୁ ବିଭିନ୍ନ ବର୍ଗ ପକ୍ଷରୁ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଇଛି। ଟୁଇଟ୍ ମାଧ୍ୟମରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ମୁଁ ୩୪ ବର୍ଷ ପୂରଣ କରିବ। ମୁଁ ମୋର ସମସ୍ତ ସହକର୍ମୀ, ସାଧାରଣ ଜନତା ଏବଂ ସରକାରଙ୍କୁ ଧନ୍ୟବାଦ…

Read More

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ/ଭୁବନେଶ୍ବର, ଅଗଷ୍ଟ ୨୧, ୨୦୨୩: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତର ସିଏସଆର ସମ୍ମିଳନୀ ୨୦୨୩ରେ ଶ୍ରୀମତୀ ଜିନ୍ଦଲ ଏହି ସାମ୍ନାନଜନକ ପୁରସ୍କାରକୁ…

Read More

7th Pay Commission: କର୍ମଚାରୀ ଏବଂ ପେନସନଭୋଗୀଙ୍କ କେବେ ଓ କେତେ ବଢ଼ିବ ମହଙ୍ଗା ଭତ୍ତା ଜାଣନ୍ତୁ…

ଭୁବନେଶ୍ଵର; କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ସରକାରଙ୍କଠାରୁ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି, କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ କର୍ମଚାରୀ ଏବଂପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇପାରେ । ତଥାପି ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୧ ରେ ଜୁନ୍ ମାସ ପାଇଁ AICPI ଇଣ୍ଡେକ୍ସ ପ୍ରକାଶ ପାଇଥିଲା,…

Read More

ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି। କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ…

Read More

ଓଡ଼ିଶା ଖଣି ନିଗମରେ ବାହାରିଲା ଚାକିରୀ….ଏହି ସବୁ ବ୍ୟକ୍ତିବିଶେଷ କରିପାରିବେ ଆବେଦନ…

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମରେ ପ୍ରାୟ ୩୮ ପଦ ପାଇଁ ଚାକିରୀ ବାହାରିଛି। ଏହି ପଦ ପାଇଁ ଆବେଦନର ତାରିଖ ଆସନ୍ତା ମାସ ୧୮ ସେପ୍ଟେମ୍ବର ରହିଛି। ଓଏମସି ର ଓ୍ୱେବସାଇଟ୍ ରୁ ଏହି ସମ୍ବଦ୍ଧୀୟ ଫର୍ମ ଡାଉନଲୋଡ୍ କରିହେବ। ନିଯୁକ୍ତି ବାହାରିଥିବା ପଦ ଗୁଡିକ ହେଉଛି- ଡେପୁଟି ମ୍ୟାନେଜର(ଆଇନ୍)-ଇ-ଟୁ ଗ୍ରେଡ୍-ଗୋଟିଏ ପଦ, ଡେପୁଟି ମ୍ୟାନେଜର(ଫାଇନାନ୍ସ) ଇ-ଟୁ ଗ୍ରେଡ୍-୬ ପଦ, ଡେପୁଟି ମ୍ୟାନେଜର ଆଇଟି-ଇ-ଟୁ-୭ ପଦ, ଡେପୁଟି ମ୍ୟାନେଜର(ସିଭିଲ)-ଇଟୁ ଗ୍ରେଡ୍-୪ ପଦ, ଡେପୁଟି ମ୍ୟାନେଜର(ଜିଓଲୋଜି)-୧୧ ପଦ, ଡେପୁଟି…

Read More