ନବୀନଙ୍କୁ ୧୯୯୮ରେ କିପରି ଧୋକା ଦେଇଥିଲେ ବିଜୟ ମହାପାତ୍ର…ଦୁଇ ବର୍ଷ ପରେ ମଧୁର ପ୍ରତିଶୋଧ ନେଇଥିଲେ ବିଜୁ ନନ୍ଦନ….

ଭୁବନେଶ୍ୱର : ଓଡ଼ିଶାର କେତେକ ମୁଷ୍ଟିମେୟ ଗଣମାଧ୍ୟମ ଗୋଟିଏ କଥା ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଚାର କରି ଆସୁଛି। ଏହି କଥାଟି  ହେଉଛି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ଗୈରିକ ଦଳ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଧୋକା ଦେଇଥିଲେ। ହେଲେ ଏହା କେତେଦୂର ସତ୍ୟ , ତାହା ପଛର ଇତିହାସ ଜାଣିବା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ୨୦୦୦ ମସିହାରେ ବିଜେଡିରୁ ଶେଷ ମୁହୂର୍ତ୍ତରୁ ଟିକେଟ୍ ହରାଇଥିବା ବିଜୟ ଦୁଇ…

Read More

CWCରେ ସ୍ଥାନ ନ ପାଇବା ପରେ ଏହି ପ୍ରୟାସରେ ଲାଗିଛନ୍ତି ପଟ୍ଟନାୟକ ପରିବାର….କିଏ କହିଥିଲେ ଏମାନଙ୍କୁ ଓଡ଼ିଶା କଂଗ୍ରେସର କ୍ୟାନସର…

ଭୁବନେଶ୍ୱର : ନିକଟରେ କଂଗ୍ରେସ ପକ୍ଷରୁ ସିଡବ୍ଲୁସି ତାଲିକା ଘୋଷଣା କରାଯାଇଛି। ବିହାର ପ୍ରଭାରୀ ଥିବାରୁ ଭକ୍ତ ଚରଣ ଦାସଙ୍କୁ  ଏଥିରେ ସ୍ଥାନ ମିଳିଛି। ମାତ୍ର ଏହା ମୂଳ ସିଡବ୍ଲୁସି କିମ୍ବା ସାଧାରଣ ସମ୍ପାଦକ ତାଲିକାରେ ଭକ୍ତଙ୍କୁ ସ୍ଥାନ ମିଳିନାହିଁ। ଏହି ତାଲିକାରେ ଓଡ଼ିଶାର ଅନ୍ୟ କୌଣସି ନେତାଙ୍କୁ ସ୍ଥାନ ମିଳି ନାହିଁ। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରୟାସ କରି ବିଫଳ ହୋଇଛନ୍ତି। ଯାହା ପଟ୍ଟନାୟକ କ୍ୟାମ୍ପକୁ…

Read More

Post Office Saving Account; ଡାକଘରେ ଖାତା ଖୋଲିବାକୁ ଯାଉଛନ୍ତି କି ତେବେ ଜାଣି ନିଅନ୍ତୁ ଏହି ନିୟମ ବିଷୟରେ…

ଡାକଘରର ସାରା ଦେଶରେ କୋଟି କୋଟି ଗ୍ରାହକ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି । ବ୍ୟାଙ୍କ ପରି, ଆପଣ ମଧ୍ୟ ଡାକଘରକୁ ଯାଇ ଏକ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ ଖୋଲିପାରିବେ, ଯେଉଁଥିରେ ଆପଣ ସୁରକ୍ଷା ସହିତ ଭଲ ରିଟର୍ଣ୍ଣର ଗ୍ୟାରେଣ୍ଟି ପାଇପାରିବେ । ଯଦି ଆପଣ ଡାକଘରେ ଏକ ସେଭିଂ ଆକାଉଣ୍ଟ ଖୋଲିବାକୁ ଭାବୁଛନ୍ତି , ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ଅଟେ । ତେବେ କିଛି…

Read More

ଚନ୍ଦ୍ର ଅଭିଯାନ ହେଲା ସଫଳ; ୪ର୍ଥ ଦେଶ ଭାବେ ଭାରତ ରଚିଲା ଇତିହାସ

ଭାରତ ଇତିହାସରେ ଯୋଡି ହୋଇଛି ଆଉ ଏକ ଫର୍ଦ। ଚନ୍ଦ୍ର ମାଟିରେ ଭାରତ ଉଡ଼ାଇଛି ତ୍ରିରଙ୍ଗା ପତାକା। ଆଜି ସଂଧ୍ୟା ୬ ଟା ବାଜି ୩ ମିନିଟରେ ଚନ୍ଦ୍ରରେ ପାଦ ରଖିଛି ଭାରତ। ୪ ବର୍ଷ ତଳେ ଯେଉଁ ସଫଳତାର ସ୍ଵାଦ ଚାଖିବା କଥା ଆଜି ସେ ମିଶନ ହୋଇଛି ପୁରା । ଚୀନ, ଆମେରିକା, ରୁଷିଆ ପରେ ଭାରତ ଚନ୍ଦ୍ରରେ ପହଞ୍ଚିଥିବା ୪ର୍ଥ ଦେଶ ହୋଇଛି। ଏବେ ଇସ୍ରୋ ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ…

Read More

LIC ର ସୁପରହିଟ୍ ପ୍ଲାନ୍; ସରକାରୀ ଚାକିରୀ ନଥିଲେ ମଧ୍ୟ ପାଇ ପାରିବେ ପେନସନ କେମିତି ଜାଣନ୍ତୁ..

ଆଜିର ଦରଦାମ ବୃଦ୍ଧିର ସମାଜରେ ବଞ୍ଚିବାକୁ ହେଲେ ଆପଣଙ୍କୁ ରିଟୟରମେଣ୍ଟ ପ୍ଲାନିଙ୍ଗ ନିହାତି ଆବଶ୍ୟକ । ତେବେ ଯଦି ଆପଣ ସରକାରୀ କର୍ମଚାରୀ ଭାବେ କାମ କରୁଥିବେ ତେବେ ଆପଣଙ୍କ ଅବସର ପରେ ପେନସନ୍ ର ଲାଭ ଉଠାଇ ପାରିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ବେସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନସନ ଯୋଗାଇବ । ତେବେ କଣ ଏହି ପ୍ଲାନ ଓ କଣ ରହିଛି…

Read More

ଶେଷ ହୋଇଗଲା କି ଧାୱନଙ୍କ କ୍ୟାରିୟର ? ଏନେଇ କ’ଣ କହିଲେ ଅଗରକର…

ଭୁବନେଶ୍ଵର;ଚଳିତ ଏସିଆ କପ୍ ପାଇଁ ପାକିସ୍ଥାନ , ନେପାଳ, ବାଂଲାଦେଶ ସମେତ ଭାରତ ମଧ୍ୟ ତାର ୧୭ ଜଣିଆ ଦଳ ସୋମବାର ଘୋଷଣା କରିଛି । ତେବେ ଯଦି ଭାରତର ଏହି ଚୟନ ଉପରେ ଦୃଷ୍ଟ ଦିଆଯାଏ ତାହାଲେ ବହୁ ପୁରୁଣା ଖେଳାଳିଙ୍କୁ ଏଥର ବିସିସିଆଇ ବାଦ୍ ଦେଇଛି । ଚହଲ , ଅଶ୍ୱିନଙ୍କ ପରି ପରିଷଦ ଶିଖର ଧାୱନଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇଛି । ଏସିଆ କପ୍ ପାଇଁ ଚୟନକର୍ତ୍ତା ଏଥର ରୋହିତ ଶର୍ମାଙ୍କ…

Read More

ଅଣ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କୁ କାହିଁକି ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର

କଟକ : ଅନୁଗୁଳର ମହିଳା ଗୃହରକ୍ଷୀ ତଥା ଓଡ଼ିଆ ନାରୀ ସୈରିଦ୍ରୀ ସାହୁଙ୍କୁ ନିର୍ଯାତନା  ଦିଆଗଲା। ତାହା ପୁଣି ଜଣେ ଏଣ ଓଡ଼ିଆ ଆଇପିଏସଙ୍କ ପତ୍ନୀଙ୍କ ଦ୍ୱାରା । ଏ ପର୍ଯ୍ୟନ୍ତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ତଥା ୨୦୦୯ ବ୍ୟାଚ୍‌ ଆଇପିଏସ୍‌ ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇନାହିଁ। କେବଳ ବ୍ରିଜେଶ୍ ରାୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ଏହି ଘଟଣାକୁ ୧୯ ଦିନ ବିତିଥି‌ଲେ ବି ଅଭିଯୁକ୍ତଙ୍କ ବି‌ରୋଧ‌ରେ କାହିଁକି…

Read More

ନରସିଂହଙ୍କ ଭୁଲ୍ ସୁଧାରିପାରିବ ତ କଂଗ୍ରେସ, ସାମାଜିକ ନ୍ୟାୟ କଥା କେବେ କହିବେ ମିଶ୍ରେ…

ଭୁବନେଶ୍ୱର : ଠିକ୍ ଛଅ ବର୍ଷ ପୂର୍ବର ଘଟଣା। ବିଧାନସଭା ଅଧିବେଶନ ଜାରି ରହିଥିଲା। ସେ ସମୟର ବିରୋଧି ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଦଳୀୟ ବିଧାୟକମାନଙ୍କୁ କିଛି ନିର୍ଦ୍ଦେଶ ଦେଲେ। ହେଲେ ଏହି ନିର୍ଦ୍ଦେଶ ନିଜ ପାଇଁ କିମ୍ବା ସବର୍ଣ୍ଣ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ପାଇଁ ନ ଥିଲା। ଥିଲେ ଏ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଅନୁସୂଚିତ…

Read More

ଲୋକସଭା ଲଢିବେନି ଭକ୍ତ ଚରଣ ଦାସ, ନର୍ଲାରୁ ବିଧାନସଭା ପାଇଁ ଲଢିବେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇ ପାରନ୍ତି। ପ୍ରାୟ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ଚ ଚରଣକୁ ବିଧାନସଭା ମଇଦାନରେ ଦେଖିବାକୁ ମିଳିପାରେ। ଏହି ଆସନଟି ବର୍ତ୍ତମାନ ବିଜେଡି ହାତରେ ରହିଛି । ପୂର୍ବତନ କଂଗ୍ରେସ ନେତା , ବିରୋଧି ଦଳ ନେତା ଭୂପିନ୍ଦର ସିଂ ବିଜେଡିରୁ ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି। ଭକ୍ତ ଚରଣ ଦାସ ପ୍ରଭାରୀ କୋଟାରେ ସିଡବ୍ଲ୍ୟୁସି ସମ୍ପ୍ରସାରଣରେ…

Read More

ଏଣିକି ହଳଦୀ ପତ୍ରରୁ ଲାଭବାନ୍ ହେବେ ଚାଷୀ

ଭୁବନେଶ୍ଵର ;ହଳଦୀ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଯେଉଁ ହଳଦୀ ଚାଷରୁ ଚାଷୀ ଦିନେ ଏତେ ମାତ୍ରାରେ ଲାଭ ପାଇପାରୁନଥିଲେ, ଏଣିକି ସେଇ ହଳଦୀର କନ୍ଦା ସହିତ ପତ୍ର ଚାଷୀଙ୍କୁ ଅଧିକ ଲାଭବାନ କରିବ । ଯାହାଦ୍ଵାରା ସେମାନେ ଅଧିକ ଅର୍ଥ ଉପାର୍ଜନ କରିପାରିବେ । ଏନେଇ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ‘ୱାନ୍ ୱିକ୍ ୱାନ୍ ଲ୍ୟାବ୍’ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ହଳଦୀ ପତ୍ରରୁ ତେଲ ଆହରଣ ପଦ୍ଧତି ପ୍ରଦର୍ଶିତ କରାଯାଇଛି ।…

Read More