ଆଳୁ, ପିଆଜ ପରେ ଏବେ ବିଜୁଳି ହେବ ମହଙ୍ଗା

ଭୁବନେଶ୍ୱର : ଓଇଆରସିଙ୍କ ଦ୍ଵିତୀୟ ଦିନ ଜନଶୁଣାଣୀରେ ଓପିଟିସିଏଲ ଓ ଏସଏଲଡ଼ିସି ପରିବହନ ଶୁକ୍ଳ ବୃଦ୍ଧିପାଇଁ ପ୍ରସ୍ତାବ ରଖିଲେ।ସରକାରୀ ଅଂଶଧନ ଓ ଅନୁଦାନ ନିବେଶକୁ ଅପବ୍ୟବହାର କରି ପରିବହନ ଶୁକ୍ଳ ବୃଦ୍ଧି ପାଇଁ ଚକ୍ରାନ୍ତ।ପୋଷ୍ଟେଜ ଷ୍ଟାମ୍ପ ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ବେଆଇନି, ପିଓସି ପଦ୍ଧତିରେ ଶୁକ୍ଳ ନିର୍ଣ୍ଣୟ ପାଇଁ ଶକ୍ତି ସମୀକ୍ଷକଙ୍କ ପ୍ରସ୍ତାବ ଉପରେ ଓପିଟିସିଏଲ ରାଜି। ଆୟୋଗଙ୍କ ନିର୍ଦ୍ଧେଶକୁ ଅପେକ୍ଷା। ଆସନ୍ତା ଆର୍ଥିକବର୍ଷ ୨୦୨୫-୨୬ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିରୂପଣ କରିବା ପାଇଁ ଆଜି ଦ୍ଵିତୀୟ…

Read More

ମାତୃ ସ୍ନେହ ଛବି ଦେଖାଇ କ’ଣ ଲୁଚେଇବାକୁ ଚାହୁଁଚି ସରକାର

ନୂଆଦିଲ୍ଲୀ/ ପ୍ରୟାଗରାଜ : (ପ୍ରଶାନ୍ତ କୁମାର ରଣସିଂହ) -: କଳ୍ପନା କରନ୍ତୁ ସରକାର କେତେ ଚତୁର, ଏହି ଫଟୋଟି ମହିଳା ଏବଂ ଶିଶୁର NIKON ର 70/250 ଲେନ୍ସ କ୍ୟାମେରା ଉପରେ ଧ୍ୟାନକେନ୍ଦ୍ରୀତ କରି ନିଆଯାଇଥିଲା, ତାପରେ ଏହା ଭକ୍ତଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବରେ ପୋଷ୍ଟ କରାଯାଇଥିଲା | ମୋତେ କୁହନ୍ତୁ ତ 6 ଲକ୍ଷ ଟଙ୍କା ମୂଲ୍ୟର କ୍ୟାମେରା ଜରିଆରେ ହାଲୁକା ହସ ସହିତ କିପରି ଏହି ଫଟୋ ନିଆଯାଇଛି, ଏହି ସରକାର କେତେ…

Read More

‘କୃଷି ବଜେଟରେ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲା ଯାଇଛି ‘

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )କୃଷି ବିଭାଗ ମାନେ କ’ଣ କେବଳ ଧାନ ପାଇଁ ୮୦୦ ଟଙ୍କା ବୋନସ ଦେବା ? କୃଷି ବିଭାଗ ପାଇଁ କଣ ଆଉ କିଛି ଖର୍ଚ୍ଚ ନାହିଁ! ଚାଲନ୍ତୁ ଦେଖିବା, ଦୁଇ ବର୍ଷ ହେଲା ଧାନ ବୋନସକୁ ବାଦ୍ ଦେଇ ମୋହନ ସରକାର କୃଷି ବିଭାଗ ପାଇଁ କେତେ ଟଙ୍କା ବଜେଟରେ ବରାଦ କରୁଛନ୍ତି। ୨୦୨୪-୨୫ ପାଇଁ ପୂର୍ବ ସରକାର କୃଷି ବିଭାଗ ପାଇଁ ୨୮୯୪୪ କୋଟି ଟଙ୍କା ବରାଦ କରିଥିଲେ।…

Read More

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ତାରିଖରୁ ଲାଗୁ ହେବ ୮ମ ବେତେନ କମିଶନ

8th pay commission: ଦେଶର ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସୁଛି। ଏହି ଖବରଟି ଅଷ୍ଟମ ବେତନ କମିଶନ ଲାଗୁ ହେବାର ତାରିଖ ସହିତ ଜଡିତ। ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜାନୁଆରୀ ମାସରେ ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଥିଲେ। ଅଷ୍ଟମ ବେତନ କମିଶନ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଅନୁସାରେ ବୃଦ୍ଧି ପାଇପାରେ। ଅଷ୍ଟମ ବେତନ କମିଶନ ଗଠନ…

Read More

ଆରସିବିକୁ ମିଳିଲା ନୂଆ ଅଧିନାୟକ

ବାଙ୍ଗାଲୋର: ଆରସିବି ଘୋଷଣା କଲା ତାର ନୂଆ ଅଧିନାୟକ। ୨୦୨୫ ଆଇପିଏଲ ସିଜିନ ପାଇଁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ରଜତ ପାଟିଦାରଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ଵ ଦେଇଛି। ଏନେଇ ଆଜି ଦଳ ଘୋଷଣା କରିଛି। ୨୦୨୧ ରୁ ଆରସିବି ସହିତ ଥିବା ପାଟିଦାର ଦଳର ୮ମ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ପୂର୍ବତନ ଅଧିନାୟକ ଫାପ ଡୁପ୍ଲେଶିଶିଙ୍କୁ ଦଳ ବାଦ୍ ଦେବା ପରେ ନୂଆ କ୍ୟାପଟେନ ଖୋଜରେ ଥିଲା। ଏନେଇ ବିରାଟ କୋହଲିଙ୍କୁ ଅଧିନାୟକ…

Read More

ବାରବାଟୀ ଆଉ ନଦେଖି ପାରେ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ,ପୁଣି ଥରେ ବିଦେଶୀଙ୍କ ଆଗରେ କଟିଲା ନାକ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୯ ତାରିଖରେ ହୋଇଥିବା ଦିନିକିଆ ମ୍ୟାଚକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଓ ବିତର୍କ। ୪ ୱିକେଟରେ ଏହି ମ୍ୟାଚକୁ ଜିତିଥିବା ଭାରତୀୟ ଦଳ କିନ୍ତୁ ବାରବାଟୀରେ ଖୁସି ନଥିଲେ। ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ ମ୍ୟାଚ ତ ଜିତିଲେ କିନ୍ତୁ ଖୁସି କାହିଁ ନଥିଲେ? ସୂଚନାଯୋଗ୍ୟ ଅଧିନାୟକ ରୋହିତ ଶର୍ମା ଗୋଟିଏ ପଟେ ବିସ୍ଫୋରକ ବ୍ୟାଟିଂ କରି ପରିବେଶକୁ ଗରମ କରିବା ବେଳକୁ ଠିକ୍ ସେତିକି…

Read More

ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ…

Read More

ଇଂଲଣ୍ଡ ଯଦି ବିପକ୍ଷ ତାହେଲେ ଭାରତ ପାଇଁ ବିପଦ ବାରବାଟୀ, କାହିଁକି ଜାଣନ୍ତୁ

କଟକ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଅଥବା ଫେବୃଆରୀ ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ସିରିଜରେ ପୂର୍ବରୁ ୧-୦ ରେ ଆଗୁଆ ଅଛି। ଏପରି ପରିସ୍ଥିତିରେ, ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ ଜିତିବାକୁ ଚାହିଁବ। ଭାରତୀୟ ଦଳରେ ଷ୍ଟାର ଖେଳାଳିଙ୍କ ଏକ ସେନା ଅଛି, ଯେଉଁମାନେ ମାତ୍ର କିଛି ବଲ୍ ମଧ୍ୟରେ ମ୍ୟାଚ୍‌ର ମୋଡ଼ ବଦଳାଇ ପାରିବେ। ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ବିରାଟ…

Read More

ଦିଲ୍ଲୀ ନିର୍ବାଚନରେ ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଝାଡୁ ଦଳ ବା ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଅନ୍ୟପକ୍ଷରେ ଆପର ଟାଣୁଆ ନେତା ମାଟି କାମୁଡିଛନ୍ତି। ଏହି ପରାଜୟରେ ସାମିଲ ଅଛନ୍ତି ଖୋଦ ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ୩୧୮୨…

Read More

Off line ରୁ Ticket କିଣି Online ରେ ଚାଲିଛି ବେପାର

କଟକ/ଭୁବନେଶ୍ୱର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ କେତେକ ବ୍ୟକ୍ତି off line ମାଧ୍ୟମରେ ଟିକେଟ କିଣି Online ବିକ୍ରି କରିବାରେ ଲାଗିଛନ୍ତି l ବୁଧବାର ଅପରାହ୍ନରୁ ଏହି ବେପାର ବଢ଼ି ଯାଇଛି l କିଏ olx ତ କିଏ face book ପେଜର ସାହାରା ନେଇଛି l କିଣା ମୂଲ୍ୟରୁ ଟିକେଟ ମୂଲ୍ୟ ପାଞ୍ଚ ଗୁଣକୁ ବୃଦ୍ଧି ପାଇଛି l ଏହି ଖବର ଶେଷରେ ଏମିତି କିଛି ଟିକେଟ ବିକ୍ରି ସୂତ୍ରର…

Read More