ବିଶ୍ୱ ବଜାରରେ ଆରମ୍ଭ ହୋଇଗଲା କି ଏ.ଆଇ ଯୁଦ୍ଧ ଆରମ୍ଭ -AI War begins

ଭୁବନେଶ୍ୱର: (ମାନସ ମଲ୍ଲିକ) – ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେୟା ହେଲା । ଆମ ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଫିସଗୁଡ଼ିକରେ Chatgpt ଆଉ DeepSeek ସମେତ ଅନ୍ୟ କେତେକ generative AIର ବ୍ୟବହାରକୁ ନିଷେଧ କରାଯାଇଛି । ଆଗକୁ ଅନ୍ୟ ସରକାରୀ ମନ୍ତ୍ରଣାଳୟରେ ହୁଏତ ନିଷେଧ କରାଯାଇପାରେ । ରୋଚକ କଥା ହେଲା ଏବେ Chatgpt ର ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ ଭାରତ ଗସ୍ତରେ ଆସିଛନ୍ତି ଆଉ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ…

Read More

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେମିତି ବିଶ୍ୱ ରାଜନୀତି ରଙ୍ଗମଞ୍ଚରେ ଆମେରିକା କିପରି ବୃଦ୍ଧି କରିଥିଲା ଶକ୍ତି…

ନୂଆଦିଲ୍ଲୀ : (ବିଜୟ ସାହୁ)- ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ସମାଜତାନ୍ତ୍ରିକ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ସମ୍ଭାବନା ସର୍ବାଧିକ ଥିଲା । କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ବ୍ୟବସ୍ଥା ହିଁ ଶେଷରେ ନିଜର କାୟା ବିସ୍ତାର କଲା । ପୁଞ୍ଜିବାଦର ଏହି କାୟା ବିସ୍ତାର ପାଇଁ ପ୍ରାୟ 8 ଦଶନ୍ଧି ଲାଗିଗଲା । ସୋଭିଏତ କମ୍ୟୁନିଷ୍ଟ ପାର୍ଟିର 1948, ଫେବୃୟାରୀ ପଲିଟିବ୍ୟୁରୋ ଅଧିବେଶନରେ କମ୍ରେଡ଼ ମୋଲତଭ ସେତେବେଳର ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରତିବେଦନ ରଖିଥିଲେ ।ଏହି…

Read More

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଲିଆତି ନିଯୁକ୍ତି, ସିଡିଏମଓ ଘଣ୍ଟ ଘୋଡାଉଛନ୍ତି

କେନ୍ଦୁଝର,5/1- (ଦିଲ୍ଲୀପ କୁମାର ସାହୁ )-କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ଅନେକ ସମୟରେ ଉତ୍ତେଜନା ପ୍ରକାଶ ପାଏ କିଛି ନିରୀହ ଭଲ ଡାକ୍ତର ଅକାରଣରେ ଆକ୍ରୋଶର ଶିକାର ହୁଅନ୍ତି। ସେହିପରି ଟିବି ୱାର୍ଡରେ ବ୍ୟାପକ ଅନିୟମିତତା କଥା ଖବର ଆସେ । ତେବେ ଏହି ଡାକ୍ତରଖାନାରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ମିଳିବା କଥା ଆଗରୁ ଅଭିଯୋଗ ହୋଇଥିଲା ମାମଲା କୋର୍ଟରେ ଚାଲିଥିଲା ହେଲେ ଏବେ ଯକ୍ଷ୍ମା ବିଭାଗରେ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ କୋର୍ଡିନେଟର…

Read More

କେନ୍ଦ୍ରୀୟ ବଜେଟ୍‌ରେ ୫୦୦ କୋଟିର ଏଆଇ ନିବେଶ ଘୋଷଣା ପରବର୍ତୀ ପିଢ଼ିର ଡିଜିଟାଲ୍ ଶୀକ୍ଷଣୀୟ ସମାଧାନ ପାଇଁ ଆଇଏଆଇଏମର୍ ସହଯୋଗିତା ବଢ଼ାଇବ

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତରେ ପ୍ରଥମ ଅନୁଷ୍ଠାନ ଭାବେ ଲର୍ଣ୍ଣିଂ ମ୍ୟାନେଜମେଂଟ ସିଷ୍ଟମ (ଶିକ୍ଷଣୀୟ ପରିଚାଳନା ବ୍ୟବସ୍ଥା) ପାଇଁ ସହଯୋଗିତା ସମ୍ବଲପୁର:ଏଆଇ ସେଂଟର ଅଫ୍ ଏକ୍ସଲେନ୍ସରେ ୫୦୦ କୋଟି ନିବେଶ ଘୋଷଣା ପରେ ଭାରତରେ ମ୍ୟାନେଜମେଂଟ୍ ଶିକ୍ଷାର ଚେହେରା ବଦଳାଇବା ପାଇଁ ଆଇଆଇଏମ୍ ସମ୍ବଲପୁର ଏଆଇ ଦ୍ୱାରା ପରିଚାଳିତ ଡିଜିଟାଲ୍ କେସ୍ ଷ୍ଟଡି ସମାଧାନ ପାଇଁ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ସହ ହାତ ମିଳାଇଛି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ…

Read More

ସିଲିଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଲା

କେନ୍ଦୁଝର-୩୧/୧,( ଦିଲ୍ଲୀପ କୁମାର ସାହୁ)- କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ସିଲଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ,ସର୍ବନିମ୍ନ ମଜୁରି ପ୍ରଦାନ, ଇପିଏଫ, ଇଏସ୍ଆଇ ,ବାର୍ଷିକ ବୋନସ ପ୍ରଦାନ ନ କରି ଶ୍ରମିକଙ୍କୁ ଶୋଷଣ କରୁଥିବା ସହ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ ଦାୟିତ୍ଵବୋଧ ନ ତୁଲାଇବାର ଅଭିଯୋଗ କରି ଶ୍ରମିକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି, ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଖଣିରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ନିଜ ଅଧିକାରରୁ…

Read More

Donald Trumpଙ୍କ ଆଗାମୀ ରଣନୀତି କିପରି ରହିବ.. USA & World Politics

ନୂଆଦିଲ୍ଲୀ : (ବିଜୟ ସାହୁ )- ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ 1947 ମସିହାରେ ଜେ ଭି ଏସ ଷ୍ଟାଲିନ ଙ୍କ ନେତୃତ୍ୱାଧୀନ ସୋଭିଏତ ୟୁନିୟନ ମୋଲତଭ ପ୍ଲାନ ଘୋଷଣା । ସୋଭିଏତ ୟୁନିୟନ ବୈଦେଶିକ ମନ୍ତ୍ରୀ ଭି. ମୋଲତଭ । ଅଫିସିଆଲି ଏହାର ନାମ Economic Recovery Programme , ERP.ସୋଭିଏତ ୟୁନିୟନ ସହ ରାଜନୈତିକ ଓ ଅର୍ଥନୈତିକ ଭାବରେ ଗୋଷ୍ଠୀଭୁକ୍ତ ହେଇଥିବା ଇଉରୋପ ଓ ଏସିଆର ଦେଶମାନଙ୍କର ପୁନର୍ଗଠନ ପାଇଁ ଏହା ସୃଷ୍ଟି କରାଯାଇଥିଲା ।…

Read More

ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି: Twitterରେ ..ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉପଯୁକ୍ତ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇପାରିଲେ ନାହିଁ…

ଭୁବନେଶ୍ୱର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଜି ପୁଣ୍ୟତିଥି। ଖାଲି ଭାରତ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ଏହି ଦିବସଟିକୁ ମର୍ଯ୍ୟାଦାର ସହ ମନେ ପକାଯାଇଥାଏ। ବିଭିନ୍ନ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ନାୟକ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଦିବସକୁ ମର୍ଯ୍ୟାଦାର ସହ ମନେ ପକାଇ ଥାଆନ୍ତି। ସ୍ୱାଧୀନ ଭାରତର ଏହି ଦିନ ଏକ କଳା ଦିବସ। କାରଣ ଜଣେ ଭାରତୀୟ ଅତି ବର୍ବରତାର ସହ ଆତତାୟୀ ଭାବେ ଜାତିର ପିତା ତଥା ସମସ୍ତଙ୍କ ପ୍ରିୟ ବାପୁଙ୍କୁ ଗୁଳି…

Read More

‘ଉତ୍କର୍ଷ ଓଡ଼ିଶାର’ ଦ୍ୱିତୀୟ ଦିନରେ ରାଜ୍ୟକୁ ଆସିବ ପ୍ରାୟ ୩ ଲକ୍ଷ କୋଟିର ନିବେଶ

ଭୁବନେଶ୍ୱର: ବୁଧବାର ‘ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ରାଜ୍ୟ ସରକାର ପ୍ରାୟ 3 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଅତି କମରେ 30ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବେ। ନବୀକରଣୀୟ ଶକ୍ତି, ବିଦ୍ୟୁତ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ କୃଷି-ଉଦ୍ୟୋଗ ଭଳି କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି  ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ACS) ହେମନ୍ତ ଶର୍ମା । ବୁଧବାର ଦିନ ପ୍ରାୟ 30ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ,…

Read More

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଓଡ଼ିଶାରେ ଶିଳ୍ପ ଓ ସାମାଜିକ ବିକାଶ ପାଇଁ ଆହୁରି ୭୦ ହଜାର କୋଟି ଟଙ୍କା ନିବେଶ କରିବ

ଭୁବନେଶ୍ୱର, ୨୮ /୧: ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସପି) ଆଗାମୀ ବର୍ଷରେ ଓଡ଼ିଶାରେ ଆହୁରି ୭୦,୦୦୦ କୋଟି ନିବେଶ କରିବାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି, ଯାହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ – ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ଏହି ଘୋଷଣା କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ…

Read More

ଓଡ଼ିଶା ସରକାରଙ୍କ ମହମ୍ମଦ ବିଲ୍ ତୋଗଲକ କିଏ ? ରାଜ୍ୟ ଅମଲା ମୁଖିଆଙ୍କୁ ଦେଲେ ଦିଲ୍ଲୀରେ ଅତିରିକ୍ତ ନିଯୁକ୍ତି…

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପ୍ରଶାସନ ତଥା ଅମଲାଙ୍କ ସେ ମୁଖିଆ। ତାଙ୍କ ପଦର ଗାରିମା ରକ୍ଷା କରିବା ସରକାରଙ୍କ କାମ। ହେଲେ ସେଥିରେ ଏକ ଖରାପ ପରମ୍ପରା ଯୋଡି ହୋଇଯାଇଛି। ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ତାଙ୍କୁ ଅତିରିକ୍ତ ଭାବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ ଶାସନ ସଚିବ…

Read More