ନ୍ୟୁଜିଲ୍ୟାଣ୍ଡ ସିରିଜରେ ଭାରତର ଖରାପ ପ୍ରଦର୍ଶନ ଜାରି, ଦ୍ଵିତୀୟ ମ୍ୟାଚର ପ୍ରଥମ ପାଳିରେ ୧୫୬/୧୦

ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଉଛି | ଆଜି ମ୍ୟାଚର ଦ୍ୱିତୀୟ ଦିନ |  ଏହି ଦିନ ଭାରତ ତାର ପ୍ରଥମ ପାଳିରେ ମାତ୍ରା ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଛି। ତେବେ ନ୍ୟୁଜିଲ୍ୟଣ୍ଡ ୧୦୩ ରନରେ ଆଗାରେ ରହିଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଚିଲ ସଂଟନର ସର୍ବାଧିକ ୭ ୱିକେଟ ନେଇଛନ୍ତି। ଯାହା ଫଳରେ ଭାରତର ସ୍ଥିତି ଏହି ମ୍ୟାଚରେ ଖରାପ ରହିଛି।…

Read More

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ‘ଦାନା ‘ ଆଜି ବର୍ଷା ପାଇଁ ୯ ଜିଲ୍ଲାକୁ ରେଡ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ଏହା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳ ଭାଗ ଛୁଇଁଥିଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା ସ୍ଥଳ ଭାଗ ଛୁଇଁବା ପରେ ‘ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି।ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି…

Read More

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ §  କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ §  ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ…

Read More

Whatsup University ରୁ ଯାହା ଆସିଲା ତାହା ଖବର, ଅନୁସନ୍ଧାନ କି ଦରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)-ଶ୍ୟାମ ବେନେଗଲଙ୍ଗ ନିର୍ଦ୍ଦେଶିତ ଏକ ବ୍ୟଙ୍ଗାତ୍ମକ ଓ ମନୋରଞ୍ଜନଧର୍ମୀ ଚଳଚିତ୍ର ଆସିଥିଲା।‌ଚଳଚ୍ଚିତ୍ରର ନାଁ ହେଉଛି ଓ୍ବେଲଡନ୍ ଆବା ।ଏହି ଫିଲ୍ମରେ ଦେଖା ଯାଇଛି ଗୋଟିଏ କୁଅ ଚୋରି ହୋଇ ଯାଇଛି। ହଁ ଆଜ୍ଞା, ପାଣି କୁଅ । ଏକଥା ମନେ ପଡିଗଲା କାହିଁକି ନା, ସମ୍ବାଦରେ ପ୍ରକାଶ ପାଇଛି, କେଜରିୱାଲ ଯେଉଁ ଘର ଖାଲି କଲେ ସେ ଘରୁ ଗୋଟିଏ ପାଇଖାନା ଚୋରି ହୋଇ ଯାଇଛି। ‘କେଜରିଓ୍ବାଲଙ୍କ ପୁରୁଣା ଘରୁ ୧୨ ଲକ୍ଷର…

Read More

ନେଡିଗୁଡ଼ କହୁଣୀକୁ ବୋହିଗଲା ପରେ ଫାଳେ ବୁଝୁଛି ବିଜେଡି…..ପ୍ରକୃତ ପ୍ରସଙ୍ଗକୁ ଫେରୁଛି

ଭୁବନେଶ୍ୱର-  ସମୟ ଓ ଧୈର୍ଯ୍ୟଠୁ ବଳି ବଡ଼ କେହି ଯୋଦ୍ଧା ନାହାନ୍ତି। ଏକଥା ଇତିହାସରେ ବହୁଥର ବିଭିନ୍ନ ଉଦାହରଣରେ ଉଲ୍ଲେଖ କରାଯାଇଛି। ସମୟ ହିଁ ବଳବାନ , ଏହା ରାଜନୀତିରେ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶା ରାଜନୀତି ମଧ୍ୟ ଠିକ୍ ସେହିପରି କଡ଼ ଲେଉଟାଇଛି। ଯେଉଁ ସବୁ ପ୍ରସଙ୍ଗ ବିଜେଡି ଅଣଦେଖା କରୁଥିଲା। ସେହି ପ୍ରସଙ୍ଗରେ ଆଜି ପ୍ରଥମେ ହାଜିରା ପକାଉଛି। ଦୁଇଦିନ ତଳେ ସିପିଏମ୍ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

Read More

ଏହି କାରଣ ପାଇଁ ହରିୟାଣାରେ ନିଶ୍ଚିତ ପରାଜୟକୁ ବିଜୟରେ ପରିବର୍ତ୍ତନ କଲା ବିଜେପି.. କଣ ଆସିଲା ନିର୍ବାଚନୀ ପରବର୍ତ୍ତୀ ସର୍ଭେ… ଆସନ୍ତୁ ଜାଣନ୍ତୁ..

ଚଣ୍ଡିଗଡ଼- ହରିୟାଣା ନିର୍ବାଚନରେ କଂଗ୍ରେସ ଜିତିବ ବୋଲି ଏକଜିଟ୍ ପୋଲ୍ ମାଧ୍ୟମରେ ଏକ ବାତାବରଣ ତିଆରି କରାଯାଇଥିଲା। ନିର୍ବାଚନ ପ୍ରଚାରରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ପଛୁଆବର୍ଗ ଏବଂ ଦଲିତ ବର୍ଗକୁ ଏକାଠି ହେବାକୁ ସ୍ଲୋଗାନ ଦେଇଥିଲେ। ହେଲେ ପଛୁଆବର୍ଗ ଏବଂ ଦଳିତ ବର୍ଗର ସିଂହଭାଗ ଭୋଟ ଏକାଠି ହୋଇଗଲା। ହେଲେ କଂଗ୍ରେସ ପାଇଁ ନୁହେଁ, ବିଜେପି ପାଇଁ। ଆଉ ବିଜେପି ହରିୟାଣା ବାଜି ଜିତିଗଲା। ଯେମିତି ଖାଇବା ଥାଳି ଛଡାଇ ଆଣିଲା କଂଗ୍ରେସ ମୁହଁରୁ। ଆସନ୍ତୁ…

Read More

ବାତ୍ୟା ‘ଦାନା ‘ ପ୍ରଭାବରେ ଆଜି ରାତିରୁ ବଦଳିବ ପାଗ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ଆଜି ରାତିରୁ ପାଗରେ ପରିବର୍ତ୍ତନ ଦେଖାଦେବ । ଆଜି ଉପକୂଳ ଓଡିଶାରେ ବର୍ଷା ସହ ପବନର ବହିବା ସମ୍ଭାବନା ରହିଛି । କିଛି ସ୍ଥାନରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସେହିପରି ଅକ୍ଟୋବର ୨୪ ତାରିଖରେ ୭ ଜିଲାରେ ପ୍ରବଳ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର,…

Read More

ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସରେ ସେବା ଦିବସ ପାଳିତ

ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହାର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସକୁ ଅକ୍ଟୋବର ୨୦ ଦିନ ସେବା ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି । ସାମୁଦାୟିକ ବିକାଶ ପାଇଁ ଶ୍ରୀମତୀ ଜିନ୍ଦଲଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାର କରି ସେବା ଦିବସ ପାଳନ ଅବସରରେ ଜିନ୍ଦଲ ଫାଉଣ୍ଡେସନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ମାନଙ୍କ ଦ୍ବାରା ବହୁ…

Read More

ବାତ୍ୟା ପ୍ରଭାବରେ ୨୪ ତାରିଖରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ୨୪ ତାରିଖ କିମ୍ବା ୨୫ ତାରିଖ ସକାଳୁ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁବ ନେଇ ଆକଳନ କରାଯାଇଛି। ବାତ୍ୟା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆଶଙ୍କା କରାଯାଉଛି।…

Read More

ସ୍ପିନ ଡକ୍ଟରର୍ସ ଅପରେସନ ଟେବୁଲରେ ବୈଜୟନ୍ତ-ଵିଜୟ-ଦିଲ୍ଲୀପ

ସଙ୍ଘମ ଶରଣମ ଗଚ୍ଛାମି ଭୁବନେଶ୍ୱର: (ବିଜୟ ସାହୁ)-ଆସ୍ତେ ଆସ୍ତେ ବିଜେଡି ଆକାଶରୁ ବାଦଲ ଅପସରି ଯାଉଛି । ଡିସେମ୍ବର 26ରେ ବିଜୁ ଜନତା ଦଳର ଅଧୁନା ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରି ବୈଜୟନ୍ତ ପଣ୍ଡା ଦଳର ସଭାପତି ହେବା ପ୍ରାୟ ସୁନିଶ୍ଚିତ ହେଇ ଗଲାଣି ବୋଲି ମିଡ଼ିଆରେ ବର୍ତ୍ତମାନ ମୁଖ୍ୟ ଚର୍ଚ୍ଚା । 26 ଡିସେମ୍ବରଟି ବିଜୁ ଜନତା ପାର୍ଟି ପାଇଁ ସ୍ମୃତି ଦିବସ । ଏହି ଦିବସରେ ବିଜୁ ପରିବାରର ଦାୟାଦମାନେ ବିଜୁବାବୁଙ୍କ…

Read More