ଭାରତକୁ ବିଶ୍ୱ ବିଜେତା କରାଇ,ଟି-୨୦ କ୍ରିକେଟ୍‌ରୁ ଅବସର ନେଲେ କୋହଲି ଓ ରୋହିତ …

ସମସ୍ତଙ୍କୁ ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା। ସେ ମୁହୂର୍ତ୍ତର ଅନ୍ତ ଘଟାଇ ଦୀର୍ଘ ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ଵକପ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଭାରତ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟକୁ ଲବିଦା କହିଛନ୍ତି ।…

Read More

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍…

ଲକ୍ଷ୍ମୀ ବସ୍’ର ବଦଳିବ ନାଁ। ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡ଼ି ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ…

Read More

ମୋଦିଙ୍କୁ ଜନମତର ଆଇନା ଦେଖାଇଲେ ସୋନିଆ..

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅବଗତ କରିଛନ୍ତି। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଯେ, ସୋନିଆ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭୋଟରଙ୍କ ଜନାଦେଶକୁ ବୋଧ ବୁଝି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରୁଛନ୍ତି ସତେ ଯେପରି କିଛି ପରିବର୍ତ୍ତନ ହୋଇନାହିଁ। ସେ ସହମତିର ମୂଲ୍ୟ ନେଇ ଉପଦେଶ ଦେଉଛନ୍ତି,…

Read More

ବଦଳିପାରେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ…

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାର ପରିବର୍ତ୍ତନ ହେବା ପରେ। ବିଜେପି ସରକାର ପୁରା ଆକ୍ସନ ମୋଡରେ ରହିଛି । ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାକୁ ବଦଳି କରୁଛନ୍ତି ମୋହନ ସରକାର। ତେବେ ଏହି ଦିଗରେ ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ। ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ଯେପରି ଅଛି, ସେହିପରି ରହିବ। ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର…

Read More

ଟି-୨୦ ବିଶ୍ବକପରେ ଆଜି ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ପକ୍ଷରେ ନାହିଁ ବାର୍ବାଡୋସର ପିଚ୍ …

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ଭାରତୀୟ ସମୟ ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଭାରତ…

Read More

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର : କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ  ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ  ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ  ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ। ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

Read More

ବଲଓ୍ୱନ୍ତ ସିଂଙ୍କୁ ଓଡ଼ିଶା ଖଣି ନିଗମ, ସ୍ମାର୍ଟ ସିଟି ଏବଂ ବିଡିଏ ଉପ-ସଭାପତି ପଦରୁ ବିଦା କରିବାକୁ ଉଠିଲା ଦାବି  

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ତଳେ ଖଣି ଲୁଟେରାଙ୍କୁ ଧରି ଜେଲ୍ ପୂରାଇବା ନେଇ ମନ୍ତବ୍ୟ ରଖିଥିଲେ। ଏଥିପାଇଁ କେନ୍ଦୁଝର ଜେଲ୍ ଏବଂ ଝାରପଡ଼ା ଜେଲ୍ କୁଆଡେ ଖାଲି କରାଯାଇଛି। ତେଣୁ ଆଗାମୀ ଦିନରେ ଖଣି ସମ୍ବଦ୍ଧୀୟ ବ୍ୟାପାର ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ କରାଯିବ। ଓଡ଼ିଶା ଖଣି ନିଗମ ଏକ ଗରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବଲଓ୍ୱନ୍ତ ସିଂ କାର୍ଯ୍ୟ କରୁଛନ୍ତି।…

Read More

ଗୁଜରାଟୀ ବେପାରୀ ନେଇଯିବ ଆମ ବିମାନବନ୍ଦର…

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବାକୁ ଯାଉଛି। ଦେଶର ଏଗାରଟି ବିମାନବନ୍ଦର ସହ ଏହି ବିମାନ ବନ୍ଦର ଘରୋଇକରଣ ହେବ ବୋଲି ଜଣାପଡିଛି। ଏନେଇ ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେବାକୁ ଯାଉଛି। ଏହି ଖବର ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇ ସାରିଛି। ତେବେ ଏହି ବିମାନ ବନ୍ଦରକୁ ଗୁଜରାଟୀ ବ୍ୟବସାୟୀ ଗୌତମ ଅଦାନୀ ଘରୋଇକରଣ ଜରିଆରେ ହାତେଇବାକୁ ଯାଉଛନ୍ତି। ଓଡ଼ିଶାରେ ଅଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଥିବାରୁ ସେ ଆଗ୍ରହୀ…

Read More

୨୫ ପ୍ରତିଶତ ବଢ଼ିଲା ଜିଓର ରିଚାର୍ଜ ପ୍ଲାନ୍…

ନିର୍ବାଚନ ଶେଷ ହେବା ପରେ ଦେଶରେ ଦେଖାଦେଇଛି ମହଙ୍ଗା ପରସ୍ଥିତି  । ସେ ପନିପରିବାଠୁ ଆରମ୍ଭ କରି ତେଲ,ଡ଼ାଲି ଓ ଚାଉଳର ରେଟ ବଢିବାରେ ଲାଗିଛି । ତେବେ ପୂର୍ବରୁ ଯେଭଳି ପୂର୍ବାନୁମାନ କରାଯାଇଥିଲା, ସେହି ଅନୁସାରେ ଟେଲିକମ୍ କମ୍ପାନି ‌ଶୁଳ୍କରେ ବୃଦ୍ଧି ଆରମ୍ଭ କରାଯାଇଛି । ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନୂଆ ଯୋଜନାଗୁଡ଼ିକ ଜୁଲାଇ…

Read More

T20 worldcup; ଆଉ କିଛି ସମୟ ପରେ ହିସାବ ବରାବର କରିବାକୁ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ଗୁଇନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ | ଏହି ମ୍ୟାଚ୍ ସମୟରେ ବର୍ଷା ହେବାର ସମସ୍ତ ସମ୍ଭାବନା ଅଛି | ଏପରି ପରିସ୍ଥିତିରେ, ଗୁଇନାର ପାଣିପାଗ କଣ ରହିଛି ଆସନ୍ତୁ ଜାଣିବା। ଗୁଇନାରେ ମ୍ୟାଚ ଆରମ୍ଭ ହେବାକୁ ଆଉ ୨ ଘଣ୍ଟା ବାକି ଅଛି, କିନ୍ତୁ ପୁଣି ଥରେ ବର୍ଷା ହୋଇଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ଯଦି…

Read More