ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି ।…

Read More

ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର…

Read More

କୁଆଡେ ଗଲେ ବିଜେଡିର ଚିଲିକା ବିଧାୟକ ପ୍ରାର୍ଥୀ……

ପୁରୀ : ପୁରୀ ଜିଲ୍ଲାର ଚାରୋଟି, ଖୋରଧା ଜିଲ୍ଲାର ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାର ଦୁଇଟି ଆସନକୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ। ବିଜେଡି ତାହାର ପ୍ରଥମ ନିର୍ବାଚନୀ ସମୀକ୍ଷାରେ ଆଶାୟୀ ପ୍ରାର୍ଥୀମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହି ଆଶାୟୀମାନେ ହେଉଛନ୍ତି-ପୁରୀ ସଦର-ସୁନୀଲ ମହାନ୍ତି, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରୀରୁ ଉମାକାନ୍ତ ସାମନ୍ତରାୟ, ପିପିଲିରୁ ରୁଦ୍ର ମହାରଥି, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ନୟାଗଡ଼ରୁ ଅରୁଣ ସାହୁ ଏବଂ ରଣପୁରରୁ ସତ୍ୟନାରାୟଣ ପ୍ରଧାନ।…

Read More

ବ୍ରହ୍ମପୁର ଲୋକସଭା କିମ୍ବା ଏହା ଅଧିନର କୌଣସି ବିଧାନସଭା ପାଇଁ ସ୍ପଷ୍ଟ ସଙ୍କେତ ଦେଲେନି ନବୀନ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ।  ସେ…

Read More

ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ବାରା ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରିବା ପାଇଁ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ …

ସୋନିପତ, ୨୦ ମାର୍ଚ୍ଚ, ୨୦୨୪: ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛି। ଏହି କାର୍ଯ୍ୟକ୍ରମରେ ଜେଜିୟୁର ୭୩୬୮ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସଂସ୍ଥାର ଅଧିକାରୀମାନେ ଅନୁମୋଦନ କରିଥିଲେ। ଏହି ନିଆରା ଅବସରରେ ଜେଜିୟୁର ସମସ୍ତ ବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ…

Read More

ଲୋଗୋ ଏବଂ ନାମ ପରିବର୍ତ୍ତନ କରିଥିବା ଆରସିବି କ’ଣ ଏଥର ଭାଗ୍ୟ ପରିବର୍ତ୍ତନ କରିପାରିବ ?

ପୁର୍ବରୁ ଦିଲ୍ଲୀ, ପଞ୍ଜାବ ନାମ ପରିବର୍ତ୍ତନ କରିଥିବା ବେଳେ ଆଇପିଏଲର ୧୭ତମ ସଂସ୍କରଣରେ ଆରସିବି ବା ରୟାଲ ଚାଲେଞ୍ଜର ବାଙ୍ଗାଲୋର ନିଜର ନାମ ପରିବର୍ତ୍ତନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ଆରସିବି ସହରର ବର୍ତ୍ତମାନର ନାମକୁ ଦୃଷ୍ଟିରେ ରଖି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ନାମିତ କରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଫ୍ରାଞ୍ଚାଇଜର ନାଁ ପରିବର୍ତ୍ତନ କରିଛି । ଅଧିନାୟକ ଫାପ୍ ଡୁ ପ୍ଲେସିସ,…

Read More

ଏପ୍ରିଲ୍ ପହିଲାରୁ ଦେଶରେ ମହଙ୍ଗା ହେବ ଜରୁରୀ ଔଷଧ

ଏପ୍ରିଲ ଆରମ୍ଭରୁ ଦେଶରେ ମହଙ୍ଗା ହେବାକୁ ଯାଉଛି ଔଷଧ ସାମଗ୍ରୀ । ଏଥିରେ ୮୦୦ ଜରୁରୀ ଔଷଧର ମୂଲ୍ୟରେ ବୃଦ୍ଧି ଘଟିବ । ମୂଲ୍ୟ ବୃଦ୍ଧି ହେବାକୁ ଥିବା ଔଷଧଗୁଡ଼ିକରେ ଯନ୍ତ୍ରଣାଦାୟକ, ଆଣ୍ଟିବାୟୋଟିକ୍ ଏବଂ ସଂକ୍ରମଣ ବିରୋଧୀ ଔଷଧ ଅନ୍ତର୍ଭୁକ୍ତ। ଏକ ରିପୋର୍ଟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲ୍ୟୁପିଇ)ରେ ପରିବର୍ତ୍ତନ ପରେ ସରକାର ଜାତୀୟ ଜରୁରୀ ଔଷଧ ତାଲିକା (ଏନ୍‌ଏଲ୍‌ଇଏମ୍‌)ରେ ରହିଥିବା ଔଷଧ ମୂଲ୍ୟରେ ୦.୦୦୫୫ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ଦେବାକୁ ଯାଉଛନ୍ତି। ଗତ କିଛି…

Read More

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଓଡ଼ିଶା ବିଷୟରେ ହେବ ଆଲୋଚନା

ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆୟୋଜିତ ହେବ । ଏହି ବୈଠକରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସହ ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ…

Read More

ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ପାଆନ୍ତୁ …

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ୨ ଲକ୍ଷ ଟଙ୍କା ଜୀବନ ବୀମା ଯୋଗାଉଛି | ଭାରତ ସରକାରଙ୍କ ଏହି ଯୋଜନାରେ କୌଣସି କାରଣରୁ ମୃତ୍ୟୁ ହେତୁ ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ଜୀବନ କଭର ମିଳିଥାଏ| ଅଟୋ ଡେବିଟ୍ ମାଧ୍ୟମରେ ଆକାଉଣ୍ଟଧାରୀଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରୁ ପ୍ରିମିୟମ୍ ରାଶି କଟାଯାଇଥାଏ ଏବଂ ପ୍ରତିବର୍ଷ ୩୧ ମେ ରେ ଦେୟ ପ୍ରଦାନ କରାଯାଏ | ଏହା ଏକ ବର୍ଷର ଜୀବନ…

Read More