ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ
ଭୁବନେଶ୍ୱର: ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…
