ଆଇଆଇଏମସି ପୁରାତନ ଛାତ୍ରଛାତ୍ରୀ ସମ୍ମିଳନୀ
– ସମାଜସେବା ପାଇଁ ସମ୍ମାନିତା ହେଲେ ଅଙ୍କିତା
ଭୁବନେଶ୍ୱର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି ) ଆଲମୁନି ଆସୋସିଏସନ୍ ଓଡ଼ିଶା ଚାପ୍ଟର ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିବାକୁ କନେକ୍ସନ ୨୦୨୬ ଅନୁଷ୍ଠିତ ହୋଇଛି। ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ଯୋଡ଼ି ଏକ ସୁସମ୍ପର୍କ ସ୍ଥାପନ ସହ ସମାଜ ତଥା ଗଣମାଧ୍ୟମ ଦିଗରେ ପ୍ରତିବଦ୍ଧତା ଓ ସହଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଆନନ୍ଦ ପ୍ରଧାନ କହିଥିଲେ, ସଂସ୍ଥାନର ଶକ୍ତି…
