ଭାଇରାଲ ହେଲା ନବ ଦାସଙ୍କ ଓପିଡି ରେଫରାଲ ଟିକେଟ୍, ଅତି ସଙ୍କଟାପନ୍ନ ଥିଲା ଅବସ୍ଥା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କର ମୃତ୍ୟୁକୁ ଦୁଇଶହରୁ ଅଧିକ ଦିନ ହେଲାଣି। ତାଙ୍କ ସ୍ଥାନରେ ତାଙ୍କ ଝି ଦୀପାଳୀ ଦାସ ସେଠାରୁ ଉପନିର୍ବାଚନ ଜିତି ବିଧାୟିକା ହୋଇସାରିଲେଣି। ସେହିପରି ପୁଅ ବିଶାଳ ଦାସ ଅବିଭକ୍ତ ସମ୍ବଲପୁର ରାଜନୀତିରେ ସକ୍ରିୟ ହେଲେଣି। ହେଲେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ନୂଆ ତଥ୍ୟ ପ୍ରସଙ୍ଗ ପଦାକୁ ଆସିଛି। ଯାହାକୁ ନେଇ ଟର୍ଚ୍ଚା ଜୋର ଧରିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି…

Read More

୧୯୯୮ ମସିହାର ଏକ ମାମଲାରେ  ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ଦୋଷୀ

ବ୍ରହ୍ମପୁର : ସାନଖେମୁଣ୍ଡି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ  ସୋମବାର ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏଡିଜେ-୩ କୋର୍ଟ  ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ସେହିପରି ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ ଗଣମାଧ୍ୟମକୁ ଜଣାଇ ସାରିଲେଣି। ଉଲ୍ଲେଖଯୋଗ୍ୟ,  ୧୯୯୮…

Read More

ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଭୁଷୁଡିଲା କଲଭର୍ଟ, ୪ ପିଲାଙ୍କ ସମେତ ମୋଟ ୫ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣପୁର ତହସିଲ ଅନ୍ତର୍ଗତ ଉପରସଜ ଗାଁରେ ନିର୍ମାଣାଧିନ କଲର୍ଭଟ ଭୁଷୁଡ଼ି ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। ନିର୍ମାଣାଧିନ କଲର୍ଭଟ ତଳେ ପିଲାମାନେ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

Read More

ଭିନ୍ନକ୍ଷମ କମିସନରଙ୍କୁ ନିଯୁକ୍ତ କରିବା ଭୁଲି ଗଲେ କି ରାଜ୍ୟ ସରକାର!

ଭୁବନେଶ୍ୱର : ଓଡ଼ିଆଙ୍କ ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ। ତାଙ୍କ ରୂପ ସମସ୍ତ ଦେବାଦେବୀଙ୍କ ଠାରୁ ଭିନ୍ନ। ସମସ୍ତେ ତାଙ୍କୁ ନିଜ ସହ ଯୋଡି ପାରନ୍ତି। ସାଧାରଣ ମଣିଷଟିଏ ହେଉ କି ଦିବ୍ୟାଙ୍ଗ। ସେ ନିଜ ଭିତରେ ଜଗନ୍ନାଥ ଖୋଜେ ଏବଂ ଶ୍ରୀଜଗନ୍ନାଥଙ୍କ ଭିତରେ ନିଜକୁ ହଜାଇ ଦିଏ। ତାଙ୍କ ଦୁଆରରେ ସମସ୍ତେ ସମାନ। ତାଙ୍କ ମନ୍ଦିରର ସୁରକ୍ଷା ଏବଂ ଉନ୍ନୟନ ପାଇଁ ରାଜ୍ୟ ସରକାର କେତେ କଣ କରୁଛନ୍ତି। ହେଲେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରାଜ୍ୟ ଦିବ୍ୟାଙ୍ଗ ସମାଜ…

Read More

ବାହାରିଲା କେନ୍ଦ୍ର ସରକାରଙ୍କ ସରକାରୀ ଚାକିରୀ…ଡେରି ନ କରି ତୁରନ୍ତ ପକାନ୍ତୁ…

ଭୁବନେଶ୍ୱର : ନିକଟରେ ଓଡ଼ିଶା ସରକାର ରାଜ୍ୟରେ ଏବଂ ଜିଲ୍ଲା ପୁଲିସ୍ କନଷ୍ଟେବଲ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଏଥିରେ କେତେ ପିଲା ସଫଳତା ପାଇଲେ। ଆଉ କେତେକ ସଫଳତା ପାଇଲେ ନାହିଁ। ଯେଉଁମାନେ ସଫଳତା ପାଇଲେ ଏବଂ ଯେଉଁମାନେ ନ ପାଇଲେ, ସେ ସମସ୍ତଙ୍କ ପାଇଁ ପୁଣି ସୁଯୋଗ ଆସିଛି। ହେଲେ ଓଡ଼ିଶା ସରକାର ନୁହେଁ।  ଭାରତ ସରକାରଙ୍କ  ଦ୍ୱାରା ବାହିରିଛି ସରକାରୀ ଚାକିରୀ। କେନ୍ଦ୍ର ସରକାର ଗୃହ ମନ୍ତ୍ରଳାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ…

Read More

ପୁରୀ ବିଧାନସଭା ଆସନ : ପ୍ରାର୍ଥୀତ୍ୱ ନେଇ ବିଜେପି ଭିତରେ କସରତ

ପୁରୀ:  ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଶାସକ ଦଳ ବିଜେଡି ପାଇଁ ପୁରୀ ଜିଲ୍ଲା ବହୁତ ଗୁରୁତ୍ୱ ବହନ କରୁଛି। ଏହି ଜିଲ୍ଲାରେ ଗତଥର ବିଜେପି ଦୁଇଟି ବିଧାନସଭା ଆସନ ଜିତିଥିଲା। ସବୁ ସ୍ଥାନରେ କଡ଼ା ମୁକାବିଲା କରିବା ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା।  ବିଜେପି ନିଜର ପୁରୀ ଆସନରେ ପ୍ରାର୍ଥୀତ୍ୱକୁ ନେଇ ପ୍ଲାନ –ବି ପ୍ରସ୍ତୁତ କରିଛି। ବର୍ତ୍ତମାନର ବିଧାୟକ ଜୟନ୍ତ ଷଡଙ୍ଗୀ ବିଜେଡି ଯିବାର ପ୍ରବଳ ସମ୍ଭାବନା ରହିଛି। ତେଣୁ ଶ୍ରୀ…

Read More

ବିଜେପି ବିରୋଧରେ ଭୋଟ ଦେବନି ବିଜେଡି…ହେଲେ ଲୋକସଭାରେ କରିବେ କ’ଣ !!!

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ସ୍ପଷ୍ଟୀକରଣ ରଖୁ ନାହାନ୍ତି। ସଂସଦରେ କୌଣସି ଟିପ୍ପଣୀ ମଧ୍ୟ ଦେଉ ନାହାନ୍ତି। ତେଣୁ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଘେରିବା ପାଇଁ ବିରୋଧିଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏହାକୁ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧିନ ଏନଡିଏର ବିଜୟ ସୁନିଶ୍ଚିତ ଥିଲେ ବି ମଣିପୁର ଉପରେ ବିତର୍କ ହେବ। ଏହି ବିତର୍କ ସାରା ଦେଶ ଶୁଣିବ। କାହାର କଣ…

Read More

ଅଗଷ୍ଟ କନଭେନସନ୍ ଜରିଆରେ ଆରମ୍ଭ ହେବ ବିରୋଧି ମେଣ୍ଟ ଅଭିଯାନ, ବିକଳ୍ପ କାର୍ଯ୍ୟସୂଚୀ ଓ ଉପଯୁକ୍ତ ସଂଯୋଜନ ନେଇ ଉଠିଲା ଆଶଙ୍କା

ଭୁବନେଶ୍ୱର : ମାତ୍ର ସପ୍ତାହକ ବ୍ୟବଧାନ ପରେ କଂଗ୍ରେସ ପୌରହିତ୍ୟରେ ରାଜ୍ୟରେ ୧୭ଟି ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳ ଦିନକ ପୂର୍ବରୁ ପୁଣି ଏକାଠି ହୋଇଥିଲେ।  ପ୍ରଥମ ସାମୂହିକ କାର୍ଯ୍ୟକ୍ରମ ଭାବେ ଆସନ୍ତା ମାସ ୧୧ ତାରିଖରେ ଏକ କନଭେନସେନ୍ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ଏକ ବଜାର ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ମାତ୍ର କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଏହି ମେଣ୍ଟ କାର୍ଯ୍ୟ କରିବ, ସେ ନେଇ କୌଣସି…

Read More

କେଉଁ ଅଭିନେତାଙ୍କୁ ୨୦୨୪ରେ ଟିକେଟ୍ ମିଳିବ, ବିଜେପି କାହିଁକି ଦେଉଛି ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ..ଜାଣନ୍ତୁ

ଭୁବନେଶ୍ୱର : ଭାରତୀୟ ରାଜନୀତିରେ ସିନେ ଷ୍ଟାରଙ୍କ ପ୍ରଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ପ୍ରମୁଖ ଅଭିନେତାମାନେ ରାଜନୀତିରେ ପାଦ ଥାପି ସଫଳ ହେବାର ଲକ୍ଷ୍ୟ କରାଯାଏ। ନିର୍ବାଚନୀ ରାଜନୀତିରେ ସଫଳ ହୋଇଥିବା ରାଜନେତା ଲମ୍ବା ଇନିଂସ ଖେଳିବାରେ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। କେତେକ ଅଭିନେତା ଜିତିଯିବା ପରେ ନିର୍ବାଚନମଣ୍ଡଳୀ ଭୋଟରଙ୍କ ରୋଷର ଶୀକାର ହେଉଛନ୍ତି। ଆଗାମୀ ନିର୍ବାଚନରେ ବିଜେଡି-ବିଜେପିରୁ ଏକାଧିକ ଅଭିନେତାଙ୍କୁ ଟିକେଟ୍ ଦିଆଯିବାର ସମ୍ଭାବନା ରହିଛି। ସେହିପରି…

Read More

କୋର୍ଟରେ ଚିଲ୍ଲେଇ ଚିଲ୍ଲେଇ କ’ଣ କହିଲା ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡ଼ା : ହଁ..ହଁ …ମୁଁ ଗୋପାଳ ଦାସ… ମୁଁ ହିଁ …ମନ୍ତ୍ରୀ ନବ ଦାସକୁ ମାରିଛି। ଆଜି ଏମିତି କିଛି ଚିଲ୍ଲେଇଥିଲା କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ। ଗୋପାଳକୁ ନେଇ କୋର୍ଟର ଏକାଧିକ ରୋଚକ ବିଷୟ ସବୁ ଦେଥିବାକୁ ମିଳିଥିଲା।  ଝାରସୁଗୁଡା ଜିଲ୍ଲା ସେସନ୍ସ କୋର୍ଟରେ ପୁଲିସ୍ ହାଜର କରିବା ପରେ ଗୋପାଳର ବୟାନ ଉପରେ ସମସ୍ତଙ୍କ ନଜର ରହିଥିଲା। ସେ ତାହାର ବୟାନ ଦେଲା। ତାର ପକ୍ଷ ରଖିବା ପାଇଁ ସେ ଓକିଲ ଦେବ ବୋଲି…

Read More