କାହିଁକି ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି…କଣ କହିଲେ ଭାଇରାଲ ଭିଡିଓରେ

ଭୁବନେଶ୍ୱର :  ବିବାଦୀୟ ଅଭିନେତ୍ରୀ ସନ୍ନି ଲିଓନି ଓଡ଼ିଶା ଆସୁଛନ୍ତି। ଆସନ୍ତା ମାସରେ ସେ ଓଡ଼ିଶା ଆସିବେ ବୋଲି ଜଣା ପଡିଛି। ଆସନ୍ତା ଅଗଷ୍ଟ ମାସ ବାର ତାରିଖରେ ସନ୍ନି ଲିଓନି ଓଡ଼ିଶା ଆସିବେ। ସେ ନିଜେ ଏହି ସୂଚନା ସାମାଦିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। ସେ ଏପରି କହୁଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। ରାଜଧାନୀର ଏକ କ୍ଲବର ଉତ୍ସବରେ ଯୋଗ ଦେବାକୁ ସନ୍ନି ଲିଓନି ଆସୁଥିବା ଜଣାପଡିଛି।

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

କୌଣସି ବୈଠକକୁ ଗଲେ ନାହିଁ ନବୀନ ପଟ୍ଟନାୟକ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନେଇ ପାରୁନାହାନ୍ତି ନିଷ୍ପତ୍ତି

ଭୁବନେଶ୍ୱର :  ରାଜଧାନୀ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ ବେଙ୍ଗଲୁରୁରେ ବିରୋଧି ଦଳ ସମୂହଙ୍କ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି। ମାତ୍ର ଏହି ବୈଠକରେ ଭାରତବର୍ଷର କେତେକ ପ୍ରମୁଖ ରାଜନୈତିକ ଦଳ ଯୋଗ ଦେଇନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ଶାସନ କରୁଥିବା ବିଜେଡି, ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା ଓ୍ୱାଇଏସଆର କଂଗ୍ରେସ, ବିରୋଧି ଟିଡିପି, ପଞ୍ଜାବରେ ଶିରୋମଣି ଅକାଳି ଦଳ , ତେଲେଙ୍ଗାନାର ବିଆରଏସ୍, ଏଆଇଏମଆଇଏମ୍ ଏବଂ ବିଏସପି ରହିଛନ୍ତି। ବିଜେଡି ପୂର୍ବଭଳି ସମଦୂରତ୍ୱ…

Read More

କଂଗ୍ରେସ ହାଇକମାଣ୍ଡ ଡାକିନାହାନ୍ତି… ଡାକିଲେ ବିଚାର କରିବୁ ବୋଲି କହିଲେ ଶିଶିର, ଅନ୍ତଃକନ୍ଦଳ ଯୋଗୁ ଆଗେଇପାରୁନି ବିଆରଏସ୍

ଭୁବନେଶ୍ୱର :  ଭାରତୀୟ ରାଷ୍ଟ୍ର ସମିତି-ବିଆରଏସରେ ଅନ୍ତଃ କନ୍ଦଳ ରହିଛି। ଯାହା ଫଳରେ କମିଟି ଠୁ ଆରମ୍ଭ କରି ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିପାରୁନାହିଁ। କିଛି ଦିନ ତଳେ କୋରାପୁଟ କଂଗ୍ରେସର ଗୋଟିଏ ଗୋଷ୍ଠୀ ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କୁ ଭେଟିଥିଲେ। ସେଠାରେ ସେମାନେ ଆମ ପରିବାର(ଗିରିଧର ଗମାଙ୍ଗ-ହେମା ଗମାଙ୍ଗ-ଶିଶିର ଗମାଙ୍ଗ)ଙ୍କୁ ଦଳକୁ ଫେରାଇ ଆଣିବା ନେଇ କେତେକ ପ୍ରସ୍ତାବ ଦେଇଥିଲେ। ତେଣୁ ତାଙ୍କ ପରିବାର କଂଗ୍ରେସ ଫେରିବା ଏକ  ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି…

Read More

ରାଜ୍ୟରେ ଜିଲ୍ଲା ସଂଖ୍ୟା ଠାରୁ କମ୍ ରହିଛି ସାଧାରଣ ପାଠାଗାର, ଓଡ଼ିଶାଠୁ ଗୋଆ ଭଳି କ୍ଷୁଦ୍ର ରାଜ୍ୟରେ ଅଧିକ ଲାଇବ୍ରେରୀ

ଭୁବନେଶ୍ୱର :  ଓଡ଼ିଆ ଛାତ୍ର କିମ୍ବା ଲୋକ ପାଠାଗାର(ଲାଇବ୍ରେରୀ)ରେ ପଢିବାକୁ ଏତେଟା ଆଗ୍ରହ ଦେଖାନ୍ତି ନାହିଁ । ଲୋକସଂଖ୍ୟା, ଜନସଂଖ୍ୟା, ଶିକ୍ଷାନୁଷ୍ଠାନ ଗୁଡିକ ଥିବା ସତ୍ତ୍ୱେ ସାର୍ବଜନୀନ ପାଠାଗାରର ଗୁରୁତ୍ୱ ନାହିଁ। ଅଧିକରୁ ଅଧିକ ପାଠାଗର ଗଢିବା ପାଇଁ ମଧ୍ୟ ସାଧାରଣ ଦାବି ମଧ୍ୟ ନାହିଁ। ତେଣୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟାରୁ ମଧ୍ୟ କମ୍ ସଂଖ୍ୟକ ସର୍ବସାଧାରଣ ପାଠାଗାର ରହିଛି। ଏକଥା ଆମେ କହୁନାହୁଁ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟରୁ ଏହା ଜଣାପଡିଛି।…

Read More

ଶରତ ପଟ୍ଟନାୟକ ନିଜ ଛାଇକୁ ଡରନ୍ତି, ୨୦୨୪  ନିର୍ବାଚନ ନିଶ୍ଚୟ ଲଢିବି ବୋଲି କହିଲେ ଚିରଞ୍ଜୀବ

ଭୁବନେଶ୍ୱର :  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଦ ତଳେ ମାଟି ନାହିଁ। ନିଜର ଛାଇକୁ ଡରୁଥିବା ଲୋକ ଏପରି କରିଥାଆନ୍ତି ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ସୋମବାର କହିଛନ୍ତି। ଦଳରୁ ନିଲମ୍ବନ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି। ଚିରଞ୍ଜୀବ ବିଶ୍ୱାଳ କହିଥିଲେ ଯେ, ସତ କହିବା ଯଦି ପାପ ସେ ପାପ ମୁଁ ବାରମ୍ବାର କରିବି। ପ୍ରତି ପଞ୍ଚାୟତରେ ମାତ୍ର ଶହେ ରୁ ଦେଢଶହ…

Read More

ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି।…

Read More

ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ  ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି।  ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା।…

Read More

ମହାନ ସ୍ୱାଧିନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ରୂପାନ୍ତରଣ

ସମ୍ବଲପୁର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଶନିବାର ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ…

Read More

କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…

ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…

Read More