ଚଳିତ ସପ୍ତାହରେ ବର୍ଷାର ପରିମାଣ ବଢିବ

ଭୁବନେଶ୍ୱର : ରାଜ୍ୟରେ ମୌସୁମୀର ଆଗମନ ହୋଇଥିଲେ ବି ଏହା ଦୁର୍ବଳ ରହିଛି ମୌସୁମୀ ଦୁର୍ବଳ ରହିଥିବା କାରଣରୁ ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ  ସୋମବାର ପ୍ରକାଶ ପାଇଥିବା ଏକ ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି। ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦…

Read More

ହ୍ରାସ ପାଇବ ଗ୍ରାମୀଣ-ସହର ଭିତ୍ତିଭୂମି ପାର୍ଥକ୍ୟ, ନୂତନ ଯୋଜନା ଆଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରାଯିବ। ସହର ଓ ଗ୍ରାମାଞ୍ଚଳରେ ଥିବା ତାରତମ୍ୟକୁ ହ୍ରାସ କରି ସମସ୍ତ ନାଗରିକମାନଙ୍କୁ ସହରୀ ଭିତ୍ତିଭୂମି ଏବଂ ସେବା  ଯୋଗାଇବ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଉଭା ହୋଇଛି ।…

Read More

ଉତ୍ତରକାଶୀରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ପୂଜାର୍ଚ୍ଚନା ସୁଚାରୁରୂପେ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ପାହାଡ ଉପରେ ଆଢୁଆଳ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ ହେବା ସହ ମନ୍ଦିର ସୌନ୍ଦର୍ଯ୍ୟକରଣ ହେବ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ମନ୍ଦିର…

Read More

ଘଟଣାବହୁଳ ହେବାକୁ ଯାଉଛି ଜୁଲାଇ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରୁ ଆରମ୍ଭ କରି ବଦଳିବ କଂଗ୍ରେସ ପ୍ରଭାରୀ…

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ନିର୍ବାଚନୀ ବର୍ଷରୁ ଗୁରୁତ୍ୱ କାହିଁରେ କେତେ। ନିର୍ବାଚନ ପାଖେଇଲେ କେତେ ଘଟଣା ଘଟେ। ଏହି କ୍ରମରେ ଚଳିତ ମାସ ତଥା ଜୁଲାଇ ଅନେକ ଘଟଣା ବହୁଳ ହେବାକୁ ଯାଉଛି। ରାଷ୍ଟ୍ରୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେପି ଚାରି ରାଜ୍ୟର ସଭାପତିଙ୍କୁ ବଦଳାଇବା ସହ ନିର୍ବାଚନ ହେବାକୁ ଥିବା ରାଜ୍ୟର ନୂତନ ପ୍ରଭାରୀ ନିଯୁକ୍ତ କରିଛି। ଗୌହାଟିରେ ତିନିଦିନିଆ ମନ୍ଥନ ଶିବିର ସମାପ୍ତ…

Read More

ବିଭିନ୍ନ ବର୍ଗର କଳାକାରଙ୍କ ପାରିଶ୍ରମିକ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ଏକାଧିକ ପଦକ୍ଷେପ ନେଇ ଆସିଛନ୍ତି।  ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା  ତଥା ରାଜ୍ୟସ୍ତରୀୟ ଲୋକ କଳା କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । ଶନିବାର କଳାକାର ମାନଙ୍କୁ…

Read More

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ପୁଣି ତଦନ୍ତର ସାମନା କରିବେ ହକି ତାରକା ବୀରେନ୍ଦ୍ର ଲାକ୍ରା

କଟକ : ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି।  ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ହାଇକୋର୍ଟ ନିକଟରେ ଏନେଇ ରାୟ ଦେଇଛନ୍ତି। ସେହିପରି ରାଜ୍ୟ ପୁଲିସ୍ ପ୍ରଶାସନରେ ଥିବା  ଜଣେ ଡିଆଇଜି ପାହ୍ୟାର ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦିଗରୁ ତଦନ୍ତ କରିବା ପରେ…

Read More

ନିଜର ନୁହେଁ, ମୁଖ୍ୟମନ୍ତ୍ରୀ ଏବଂ ସଫଳ ଯୋଜନାର ରିଲ୍ସ କର

ଭୁବନେଶ୍ୱର : ଓଡ଼ିଶା ରାଜନୀତି ନବୀନ ବାବୁଙ୍କ ଚାରିପଟେ ବୁଲୁଛି। ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରୁଛି। ତେଣୁ ତାଙ୍କ ଯୋଜନା ଏବଂ ରାଜନୈତିକ ପଥ ସମସ୍ତେ ଅନୁସରଣ କରିବା ଉଚିତ। ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। କମ୍ ସମୟରେ ଭିଡିଓ କଣ୍ଟେଣ୍ଟ ମାଧ୍ୟମରେ ଲୋକଙ୍କ ନିକକୁ ବାର୍ତ୍ତା ପହଞ୍ଚାଯାଇପାରିବ। ରିଲ୍ସ କରାଯାଉ ହେଲେ ଆତ୍ମ ପ୍ରଚାର ନ ହେଉ। ସରକାରୀ ଯୋଜନା ଓ ବିରୋଧିଙ୍କୁ ଆକ୍ରମଣ କରାଯାଉ। କେତେକ ଯୁବ କର୍ମୀମାନେ…

Read More

ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

ବିଶ୍ୱକପ୍ ମ୍ୟାଚ ପାଇଲାନି ବାରବାଟୀ, କ୍ଷତି ଭରଣା ପାଇଁ ଚେଷ୍ଟା କରୁଛି ଓସିଏ

କଟକ :  ଓଡ଼ିଶା କ୍ରୀଡ଼ା ରାଜଧାନୀ। ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଏକ ବିଶେଷ ସ୍ଥାନ। ହେଲେ କ୍ରିକେଟ ପାଗଳ ଭାରତବର୍ଷରେ ଅଢେଇ ମାସ ପରେ ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି। ଦୁଃଖର ବିଶୟ ଅତୀତରେ ଏକାଧିକ ବିଶ୍ୱକପ୍ ମ୍ୟାଚ ଆୟୋଜନ କରିଥିବା କଟକର ବାରବାଟୀ ଷ୍ଟାଡିୟମ ଏଥିରୁ ବଞ୍ଚିତ ହୋଇଛି। ଏହା ରାଜ୍ୟର କ୍ରିକେଟ ପ୍ରେମୀଙ୍କୁ କଷ୍ଟା ଦେଇଛି। ଏନେଇ ବହୁ ପୂର୍ବତନ ରଣଜୀ ଖେଳାଳି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଅପରାଗତାକୁ ଦାୟୀ କରିଛନ୍ତି।  ରାଜ୍ୟ…

Read More