ଅତିଥି ସଂପାଦକୀୟ: ବାଂଲାଦେଶ ବିଦ୍ରୋହ ଓ ଶେଖ୍ ହସିନାଙ୍କ ପୁତ୍ରଙ୍କ ମନ୍ତବ୍ୟ
ନୂଆଦିଲ୍ଲୀ: (ବିଜୟ ସାହୁ)- ବଙ୍ଗଳାଦେଶ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ପୁତ୍ରଙ୍କ ଏକ ସାକ୍ଷାତକାରକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି l ଏଭଳି ପ୍ରତିକ୍ରିୟା ଆସିବା ସ୍ୱାଭାବିକ ।କାରଣ ୭୮ ବର୍ଷୀୟା ଏକଛତ୍ରବାଦୀ ଜନନୀ ଶେଖ ହାସିନା ପାଇଁ ବର୍ତ୍ତମାନ ଆଶ୍ରୟ ସ୍ଥଳୀ ଖୋଜିଲେ ମିଳୁନାହିଁ । ପୁତ୍ର ସଞ୍ଜୀବ ୱାଜେଦା ଜୟ ଯେତେବେଳେ ଏହି ମନ୍ତବ୍ୟ ବିବିସି ଚାନେଲକୁ ଦେଉଥିଲେ ସେତେବେଳେ ସେ ଟିକିଏ ଆତ୍ମ ସମୀକ୍ଷା କରିଥିଲେ ଜାଣି ପାରିଥାନ୍ତେ ଯେ…
