ଅନନ୍ତ ଓ ରାଧିକାଙ୍କୁ ୬୪୦ କୋଟିର ଉପହାର ଦେଲେ ମୁକେଶ ଓ ନୀତା ଅମ୍ବାନୀ…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନି ଓ ତାଙ୍କ ପତ୍ନୀ ନୀତା ଅମ୍ବାନି ସେମାନଙ୍କ ନବବିବାହିତ ସାନ ପୁଅ-ବୋହୂଙ୍କୁ ୬୪୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି। ଦୁବାଇର ପାମ୍ ଜୁମେରିଆ ଦ୍ବୀପରେ ଅବସ୍ଥିତ ଏହି ଘରଟିର ଆକାର ୩୦୦୦ ବର୍ଗଫୁଟ। ଏଥିରେ ୧୦ଟି ବେଡ ରୁମ୍ ରହିଛି। ଏହା ସହିତ ନୀତା ତାଙ୍କ ସାନ ବୋହୂ ରାଧିକାଙ୍କୁ ଏକ ହୀରା ଓ ମୋତିର ହାର ପ୍ରଦାନ କରିଛନ୍ତି ଯାହାର ମୂଲ୍ୟ ୧୦୮ କୋଟି ଟଙ୍କା।…
