ଗିଲଙ୍କୁ ନେଇ ଏମିତି କିଛି କହିଲେ ବିରାଟ କୋହଲି,,,,,
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ବ୍ୟାଟର ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଖେଳାଳିଙ୍କ ମଧ୍ୟରେ ଗଣନା ହେଉଛନ୍ତି । ଶୁଭମନ୍ ଗିଲ୍ଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବିରାଟ କେହଲି । କୋହଲି କହିଛନ୍ତି ଶୁଭମନ ଭରତୀୟ କ୍ରିକେଟର ଆଗାମି ପିଢିର ନେତୃତ୍ବ ନେବେ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ । ଏହି ପ୍ଲେୟାର ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଦମ୍ଦାର ପଦର୍ଶନ କରି ସମସ୍ତଙ୍କ ମନ ଜିଣିନେଉଛନ୍ତି। ଇଣ୍ଡିଆନ୍…
