ଆପଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର
ମୁମ୍ବାଇ; ଭାରତର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ପ୍ରଥମ ଥର ଖୋଲିଲା ଆପଲର ଷ୍ଟୋର । ଆପଲର ସିଇଓ ଟିମ୍ କୁକ୍ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ଆଉ ଆପଲ ବିକେସିର ଶୁଭାରମ୍ଭ ପରେ ଷ୍ଟୋରର ଦ୍ୱାର ପାଖରେ ଛିଡ଼ା ହୋଇ ଆପଲ ସିଇଓ ଗ୍ରାହକଙ୍କୁ ଷ୍ଟୋର ଭିତରକୁ ନିମନ୍ତ୍ରଣ କରୁଥିବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଭାରତରେ ଏହି ଷ୍ଟୋର ଖୋଲିବା ଆଇଫୋନ…
